Browsing Category

ଅପରାଧ

ରାଗିଂ ଅଭିଯୋଗରେ ୭୦ ଛାତ୍ରଙ୍କୁ ହଜାରେ ଲେଖାଏଁ ଜରିମାନା

୫ମ ସେମିଷ୍ଟାର୍ ପାଇଁ ଲାଇବ୍ରେରୀରୁ ବହି ନେବା ମନା କେନ୍ଦୁଝର: ରାଗିଂ ଅଭିଯୋଗରେ ୭୦ ଜଣ ଛାତ୍ରଙ୍କୁ ୧ ହଜାର ଟଙ୍କା ଲେଖାଏଁ ଜରିମାନା । ଓଡ଼ିଶା ଖଣି ଓ ଯାନ୍ତ୍ରୀକ ବିଦ୍ୟାଳୟର ଗନ୍ଧମାର୍ଦ୍ଦନ ଛାତ୍ରାବାସରେ ଥିବା ୩ୟ ବର୍ଷର ୭୦ ଜଣ ଛାତ୍ରଙ୍କୁ ୧ ହଜାର ଟଙ୍କା ଲେଖାଏଁ ଜୋରିମାନା ସହ,…

ବାଣ ବିସ୍ଫୋରଣ ଘଟଣାରେ ୧୧ ଅଟକ, ଦୁଇ ଜଣଙ୍କ ନାଁରେ ମାମଲା

କେନ୍ଦ୍ରାପଡ଼ା ୨୫/୧୧: କେନ୍ଦ୍ରାପଡ଼ା ସହର ଉପକଣ୍ଠ ବାଲିଆ ବଜାରରେ ବୁଧବାର ରାତିରେ କାର୍ତ୍ତିକେଶ୍ୱର ଭସାଣି ବେଳେ ଘଟିଥିବା ବାଣ ବିସ୍ଫୋରଣର ଆହତଙ୍କ ମଧ୍ୟରୁ ୧୦ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ବି ସଙ୍କଟାପନ୍ନ ରହିଛି । ସେମାନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । କଟକ ବଡ଼ ମେଡିକାଲ୍‌ର…

ହାଇଦ୍ରାବାଦ ଚାଲାଣବେଳେ ୪୪ଜଣ ଦାଦନ ଶ୍ରମିକ ଉଦ୍ଧାର

ବଲାଙ୍ଗିର: ବ୍ୟାପକ ସଚେତନତା ସତ୍ତ୍ୱେ ବେଆଇନ ଦାଦନ ଚାଲାଣ କମିବା ନାଁ ଧରୁନି । କାମ ଯୋଗାଇଦେବାର ପ୍ରଲୋଭନ ଦେଖାଇ ହାଇଦ୍ରାବାଦ ଚାଲାଣବେଳେ ବଲାଙ୍ଗିର ସହର କଚେରୀ ଛକରୁୁ ୪୪ଜଣ ଦାଦନ ଶ୍ରମିକ ଉଦ୍ଧାର କରିଛି ପୋଲିସ । ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ୧୪ଶିଶୁ ନାବାଳକ । ଉଦ୍ଧାର…

ନୀଳାଚଳ ଭକ୍ତ ଓ ଯାତ୍ରୀ ନିବାସ ରୁମ୍ ବୁକିଙ୍ଗ ନାଁରେ ଅନଲାଇନ ଠକେଇ

ପୁରୀ: ଶ୍ରୀମନ୍ଦିର ପ୍ରଶାସନର ନୀଳାଚଳ ଭକ୍ତ ଓ ଯାତ୍ରୀ ନିବାସ ରୁମ୍ ବୁକିଙ୍ଗ ନାଁ ରେ ଅନଲାଇନ ଠକେଇ ଘଟଣା ନେଇ ସାଇବର ଥାନା ପକ୍ଷରୁ ମାମଲା ରୁଜୁ କରାଯାଇଛି। ଫେକ୍ ୱେବ୍ ସାଇଟ୍ ଖୋଲି ଠକେଇ କରିଥିବା ଅଭିଯୁକ୍ତ ପ୍ରମୋଦ ଶାହାର ସମସ୍ତ ତଥ୍ୟ ପୋଲିସ ହାତରେ ଲାଗିଛି। ତଦନ୍ତରେ ବାଧା…

ବିଡିଓ ଙ୍କୁ ମାଡ଼ ଘଟଣା; ସରପଞ୍ଚଙ୍କ ସ୍ୱାମୀ ଓ ଦୁଇ ସହଯୋଗୀ ଗିରଫ

ଉମରକୋଟ: ଗତକାଲି ଝରିଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ(ବିଡିଓ) ସତ୍ୟନାରାୟଣ ମେହେରଙ୍କୁ ମାଡ଼ ଘଟଣାରେ ସରପଞ୍ଚଙ୍କ ସ୍ୱାମୀ ଓ ତା ଦୁଇ ସହଯୋଗୀଙ୍କୁ ଶୁକ୍ରବାର ଗିରଫ କରିଛି ଝରିଗାଁ ପୋଲିସ। ବିଲ୍ କରାଇ ଦେବାକୁ ନେଇ ବିଡିଓଙ୍କ ସହ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ବିଡିଓ…

ଯୁବତୀଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣା: ତଣ୍ଟି ଚିପି ହତ୍ୟା କରି ଗଛରେ ଟାଙ୍ଗି ଦେଇଥିଲା ବିବାହିତ ପ୍ରେମିକ

ବଡବିଲ: ଗତ ୧୮ ତାରିଖରେ ବଡ଼ବିଲ, ହାୟରପୁର ଜଙ୍ଗଲରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣାର ଖୁଲାସା କରିଛି ବଡ଼ବିଲ ପୋଲିସ୍ । ଯୁବତୀ ଜଣକ ଆତ୍ମହତ୍ୟା କରିନଥିଲେ ବରଂ ତାଙ୍କୁ ନିର୍ମମ ଭାବରେ ତଣ୍ଟି ଚିପି ହତ୍ୟା କରିବାପରେ ଗଛରେ ଟାଙ୍ଗି ଦିଆଯାଇଥିଲା ବୋଲି ପୋଲିସ୍…

ପୋଲିସ ଇନଫର୍ମର ସନ୍ଦେହରେ ଜଣକୁ ହତ୍ୟା କଲେ ମାଓବାଦୀ

ଧର୍ମଗଡ: ପୋଲିସ ଇନଫର୍ମର ସନ୍ଦେହରେ ଜଣକୁ ହତ୍ୟା କଲେ ଲାଲବାହିନୀ l କଳାହାଣ୍ଡି ଜିଲ୍ଲା ସଦରଥାନା ଯୁଗଶାଇପାଟଣା ଅଞ୍ଚଳ ତଳପଞ୍ଚକୁଲ ଗାଁ ର ଜଣେ ବ୍ୟକ୍ତିକୁ ରାତି ଅଧରେ ଘରୁ ଡାକି ନେଇ ହତ୍ୟା କଲେ ଲାଲବାହିନୀ l ଘଟଣା ସ୍ଥଳରେ ପୋଲିସ ପହଞ୍ଚି କମ୍ବିଂ ଜୋରଦାର କରିଥିବା ବେଳେ ପୋଲିସ…

EDରେ ହାଜର ହେବ ଅର୍ଚ୍ଚନା ନାଗ୍‌ ଡ୍ରାଇଭର

ଭୁବନେଶ୍ୱର ୨୫/୧୧: ଆଜି EDରେ ହାଜର ହେବେ ଅର୍ଚ୍ଚନା ନାଗ୍‌ ଡ୍ରାଇଭର ଚନ୍ଦନ । ତାଙ୍କୁ ନୋଟିସ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଚନ୍ଦନ ଅର୍ଚ୍ଚନାଙ୍କୁ ନେଇ କେଉଁ ଆଡେ ଯାଉଥିଲେ? ଅର୍ଚନାଙ୍କ ସହ ଆଉ କିଏ କିଏ ଭେଟ ହୋଇଥିଲେ ସେ ନେଇ ପଚରା ଉଚୁରା କରିବ ED । ତେବେ ଶ୍ରଦ୍ଧାଞ୍ଜଳୀଙ୍କ…

ଅର୍ଚ୍ଚନା ନାଗ ମାମଲା: ପୁଣି ଥରେ ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ଵର: ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାରେ ପୁଣି ଥରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ହାଜର ହୋଇଛନ୍ତି ଶ୍ରଦ୍ଧାଞ୍ଜଳି ବେହେରା। କ୍ରମାଗତ ଦ୍ଵିତୀୟ ଦିନ ପାଇଁ ସେ ଇଡିରେ ହାଜର ହୋଇଛନ୍ତି। ପ୍ରଥମ ଦିନ ଇଡିର ଅଧିକାରୀ ଶ୍ରଦ୍ଧାଞ୍ଜଳିଙ୍କୁ ଦୀର୍ଘ ୧୪ ଘଣ୍ଟା…

ଛାତ୍ରଙ୍କୁ ବିଦ୍ୟାଳୟରେ ନିସ୍ତୁକ ମାଡ ମାରିଲେ ଶିକ୍ଷକ, ଛାତ୍ର ଗୁରୁତର

ଉଦଳା: ଦଣ୍ଡମୁକ୍ତ ଅଂଚଳରେ ଦଣ୍ଡଯୁକ୍ତ ବ୍ୟବସ୍ଥା । ଜଣେ ଶିକ୍ଷକ ଛାତ୍ରଙ୍କ ଅତି ନିର୍ଦ୍ଦୟ ଭାବେ ମାଡ ମାରି କରିଛନ୍ତି ଗୁରୁତର । ଏଭଳି ଘଟଣାକୁ ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଛାତ୍ରଙ୍କ ପରିବାର ଲୋକେ । ଏଭଳି ଘଟଣା ଘଟିଛି କପ୍ତିପଦା ବ୍ଲକ କପ୍ତିପଦା ଉପ୍ରା ବିଦ୍ୟାଳୟରେ । …