Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ବୁଡ଼ାଗୁଡାରେ ମାଓ ପୋଷ୍ଟର, ସରପଞ୍ଚଙ୍କୁ ଗୁଳିକରି ହତ୍ୟା ଧମକ
ଦାରିଙ୍ଗବାଡି ୦୭/୧୧: ଦାରିଙ୍ଗବାଡି ବୁଡ଼ାଗୁଡା ପଞ୍ଚାୟତ ମାଓବାଦୀମାନେ ଜାହିର କରିଛନ୍ତି ତାଙ୍କର ଦବଦବା । ପୋଷ୍ଟର ଜାରି କରି ଦେଇଛନ୍ତି ଚେତାବନୀ । ବୁଡ଼ାଗୁଡା ପଞ୍ଚାୟତ ମୁଖ୍ୟ ପାଚେରୀରେ ମାଓବାଦୀମାନେ ଲଗାଇଛନ୍ତି ପୋଷ୍ଟର ।
ଏହି ପୋଷ୍ଟରରେ ସରପଞ୍ଚଙ୍କୁ ଗୁଳିକରି ମାରିଦେବା ନେଇ!-->!-->!-->…
ଓଲଟିଲା ପିଚୁ ବୋଝେଇ ଟ୍ରକ : ଡ୍ରାଇଭର ମୃତ, ଦୁଇ ଗୁରୁତର
କରଞ୍ଜିଆ ୦୭।୧୧ : ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ୪୯ ନମ୍ବର ଜାତୀୟ ରାଜପଥ ଯଶୀପୁର ନିକଟରେ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ୧୨ଚକିଆ ଟ୍ରକ । ଯାହାଫଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ!-->…
ଜିନ୍ଦଲ ମ୍ୟାନେଜରଙ୍କୁ ହତ୍ୟା ! ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଛି ମୃତଦେହ
ରାଉରକେଲା ୦୭।୧୧: ଜିନ୍ଦଲ ମ୍ୟାନେଜରଙ୍କୁ ହତ୍ୟା । ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ବରସୁଆଁ ନିକଟରେ ଘଟିଛି ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ଜିନ୍ଦଲ ଗେଷ୍ଟ ହାଉସ୍ରେ ସେ ଏକୁଟିଆ ରହୁଥିଲେ । ଜିନ୍ଦଲ ଲଜିଷ୍ଟିକ୍ ମ୍ୟାନେଜର ମୋତି!-->!-->!-->…
ଖାକିରେ ଲାଗିଲା ଦାଗ, ପୋଲିସ ମାଡରେ ହବିଷ୍ୟାଳୀଙ୍କ ଫାଟିଲା ମୁଣ୍ଡ
ପୁରୀ ୦୭/୧୧: ପୁରୀରେ ହବିଷ୍ୟାଳୀଙ୍କୁ ମାଡ । ପୋଲିସ ମାଡରେ ଗୁରୁତର ହେଲେ ମହିଳା । ପଞ୍ଚୁକରେ ହବିଷ୍ୟାଳୀଙ୍କୁ ମାଡି ମାରିଛନ୍ତି ପୋଲିସ । ମହାକାର୍ତ୍ତିକ ଧାର୍ମିକ ମାସ ପଞ୍ଚୁକରେ ଭକ୍ତଙ୍କୁ ଆକ୍ରମଣ କରିଛି ପୋଲିସ ।
ଶ୍ରୀମନ୍ଦିର ଜଗମୋହନ ଭିତରେ ହବିଷ୍ୟାଳୀଙ୍କୁ ମାଡ!-->!-->!-->…
ତହସିଲଦାରଙ୍କର ଗାଡ଼ି ଜାଳିଦେଲେ ଦୁର୍ବୃତ୍ତ
ନରସିଂପୁର : କଟକ ଜିଲ୍ଲା ବଡ଼ମ୍ବା ବ୍ଲକ ର ତହସିଲଦାରଙ୍କ ଗାଡ଼ି ଉପରକୁ ଆକ୍ରମଣ । ଯାହା ସନ୍ଦେହ କରାଯାଉଛି ଗତ ବିଳମ୍ବିତ ରାତ୍ରରେ ଏକ ପଲସର ଗାଡ଼ିରେ ତିନି ଜଣ ଦୁର୍ବୃତ୍ତ ଆସି ତହସିଲଦାରଙ୍କ ଗାଡ଼ି କୁ ଜାଳି ଚାଲିଯାଇଥିଲେ ଯେଉଁଥିରେ ଗାଡ଼ିଟି ସମ୍ପୂର୍ଣ୍ଣ ପୋଡି ଯାଇଛି ।
ଏ!-->!-->!-->…
ଅର୍ଚ୍ଚନାଙ୍କ ରାଜ୍ୟ ବାହାର ଲିଙ୍କ୍ : ଦିଲ୍ଲୀ, ମୁମ୍ବାଇ ଓ ଭାଇଜାଗର କିଛି କମ୍ପାନି ସହ ଟଙ୍କା କାରବାର ହୋଇଥିବା…
ଭୁବନେଶ୍ୱର: ଅର୍ଚ୍ଚନା ନାଗ୍ଙ୍କ ବାହାର ରାଜ୍ୟରେ ଲିଙ୍କ୍ । ଦିଲ୍ଲୀ, ମୁମ୍ବାଇ ଓ ଭାଇଜାଗ୍ ଭଳି ବଡ଼ ବଡ଼ ସହରରେ ଅର୍ଚ୍ଚନାଙ୍କ ସମ୍ପର୍କ । ଓଡ଼ିଶା ସହ ବାହାର ରାଜ୍ୟର କିଛି କମ୍ପାନି ସହ ହୋଇଛି ଟଙ୍କା କାରବାର । ମୋଟା ଅଙ୍କର ଟଙ୍କା ନେଣଦେଣ ହୋଇଛି । ଏଭଳି କିଛି ବଡ଼ ତଥ୍ୟ!-->…
ଭିଜିଲାନ୍ସ ଜାଲରେ ସହକାରୀ ପ୍ରାଣୀ ଚିକିତ୍ସକ: ୨ ମାସର ଭଡା ଗାଡି ବିଲ୍ କରାଇ ଦେବାକୁ ନେଉଥିଲେ ଲାଞ୍ଚ
କଟକ/ନୂଆପଡ଼ା: ଭିଜିଲାନ୍ସ ଜାଲରେ ସହକାରୀ ପ୍ରାଣୀ ଚିକିତ୍ସକ । ନୂଆପଡା ଜିଲ୍ଲା ସିନାପାଲି ପ୍ରାଣୀ ଚିକିତ୍ସାଳୟରେ କାର୍ଯ୍ୟରତ ସହକାରୀ ପ୍ରାଣୀ ଚିକିତ୍ସକ ବିଭୁପ୍ରସାଦ ଧଳଙ୍କୁ ଧରିଛି ଭିଜିଲାନ୍ସ । ଦୁଇ ମାସର ଭଡା ଗାଡି ବିଲ୍ କରାଇ ଦେବାକୁ ନେଉଥିଲେ ଏହି ଲାଞ୍ଚ । ରେଡ୍!-->…
ମୁକୁଳା ଡ୍ରେନରୁ ମିଳିଳା ମୃତଦେହ
ପୁରୀ, ୦୬/୧୧: ମୁକୁଳା ଡ୍ରେନ ଭିତରେ ପଡିଛି ମୃତଦେହ। ପୁରୀ ରେଡକ୍ରସ ରୋଡ ପୋଲିସ ହାଇସ୍କୁଲ ପାଖ ଡ୍ରେନରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କାରଣ ପାଲଟିଛି।
!-->!-->!-->…
ପୋଲିସ ଚାକିରି ନାଁରେ ୧.୪୭ କୋଟି ଠକେଇ ଘଟଣା, ପୂର୍ବତନ ମନ୍ତ୍ରୀଙ୍କ ଡ୍ରାଇଭର ଗିରଫ
ଭୁବନେଶ୍ୱର ୦୬।୧୧ : ପୁଲିସ ସବ୍ଇନ୍ସପେକ୍ଟର ଚାକିରି ନାଁରେ ୧.୪୭ କୋଟି ଟଙ୍କା ଠକେଇ ଅଭିଯୋଗରେ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟ) ପୁଣି ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ବାଲେଶ୍ୱର ଜିଲ୍ଲା ଡୁମେଇପୁଗର ଗାଁର ଜୟନ୍ତ ଓରଫ ବୁବୁ (୩୨) । ଜୟନ୍ତ ଜଣେ ପୂର୍ବତନ!-->…
ରେଳ ଧାରଣାରେ ପଡିଛି ଯୁବତୀଙ୍କ ମୃତଦେହ
ବଲାଙ୍ଗୀର ୦୬।୧୧ : ରେଳ ଧାରଣାରେ ପଡିଛି ଯୁବତୀଙ୍କ ମୃତଦେହ । ମୁଣ୍ଡରୁ ଅଲଗା ହୋଇଯାଇଛି ଗଣ୍ଡି । ବିଭତ୍ସ ଭାବରେ ପଡିଛି ଶବ । ବଲାଙ୍ଗିର ରେଲୱେ ଷ୍ଟେସନ ନିକଟରେ ଥିବା ଖୁଜେନପାଲି ରେଲୱେ ଫାଟକ ଠାରେ ଏଭଳି ଘଟଣା ଦେଖିବାକୁ ମିଳିଛି ।
ତେବେ ରେଳ ଧାରଣାରେ ନିକଟରେ ଏକ ସ୍ୱିଫ୍ଟ ଡିଜେଆର!-->!-->!-->…