Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ହଠାତ୍ ଗ୍ୟାସ୍ ସିଲିଣ୍ଡରରୁ ଲାଗିଲା ନିଆଁ: ଅଳ୍ପକେ ବର୍ତ୍ତିଲେ ପରିବାର
ସାନଖେମୁଣ୍ଡି ୨୨/୧୦: ସକାଳୁ ରୋଷେଇ କରୁଥିବା ବେଳେ ଗ୍ୟାସ ଟାଙ୍କିରେ ଲାଗିଲା ନିଆଁ । ସାନଖେମୁଣ୍ଡି ବ୍ଲକ ଖଲିଙ୍ଗୀ ଗ୍ରାମର କୈଳାସ ପ୍ରଧାନଙ୍କ ଘରେ ଲାଗିଲା ନିଆଁ । ରୋଷେଇ କରୁଥିବା ବେଳେ ଗ୍ୟାସ ସିଲିଣ୍ଡରରୁ ଏହି ନିଆଁ ଲାଗିଥିଲା । ତେବେ ନିଆଁ ଲାଗିଯିବା ପରେ ଘରୁ ବାହାରକୁ ପଳାଇ!-->…
ରାତି ଅଧରେ ଶୋଇଥିବା ବେଳେ ସ୍ୱାମୀକୁ ହତ୍ୟା କରି ସ୍ତ୍ରୀ ଫେରାର
ବଲାଙ୍ଗିର: ରାତି ଅଧରେ ସ୍ୱାମୀକୁ ହତ୍ୟା କରି ସ୍ତ୍ରୀ ଫେରାର । ବଲାଙ୍ଗିର ଜିଲ୍ଲା ତୁଷୁରା ମହୀପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ସ୍ଥାନୀୟ ଅଞ୍ଚଳର ଦିବ୍ୟ ସିଂ ଭୋଇ । ଗତକାଲି ରାତିରେ ଦିବ୍ୟ ଘରେ ଶୋଇଥିବା ବେଳେ ସ୍ତ୍ରୀ ଯଶୋଦା ହତ୍ୟା କରି ଫେରାର ହୋଇଯାଇଥିବା ଜଣାପଡିଛି ।
!-->!-->…
ମଦ୍ୟପାନ କରି କୁଆଖାଇ ନଦୀକୁ ଡେଇଁଲେ ଯୁବକ
ଭୁବନେଶ୍ୱର: ବିଳମ୍ବିତ ରାତିରେ ଅଘଟଣ । ମଦ୍ୟପାନ କରି କୁଆଖାଇ ନଦୀକୁ ଡେଇଁଲେ ଯୁବକ । ଯୁବକ ଜଣକ ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳର ବାପି ପଟ୍ଟନାୟକ । ଖବର ପାଇ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି ।
ସେହିପରି ଭୁବନେଶ୍ୱର!-->!-->!-->…
ଧର୍ମଶାଳାରୁ ଧଳା ଜହର ଜବତ: ୪ଗିରଫ
ଯାଜପୁର ୨୧/୧୦: ୧୭ ଗ୍ରାମ୍ରୁ ଅଧିକ ବ୍ରାଉନ ସୁଗାର ସହିତ ୪ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଯାଜପୁର ଜିଲ୍ଲା ପୋଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ ଓ ଧର୍ମଶାଳା ପୋଲିସର ମିଳିତ ଉଦ୍ୟମରେ ଏହି ଧଳା ଜହର ଜବତ ହୋଇଛି। ସୂଚନା ଥାଉକି, ଗତକାଲି ରାତିରେ ଧର୍ମଶାଳା ଥାନା ଦେଉଳି ପାହାଡ଼!-->…
ସୁନା ଦୋକାନରେ GST ରେଡ୍
ସମ୍ୱଲପୁର ୨୧/୧୦: ସମ୍ବଲପୁର ସହରର ମାରୱାଡିପଡା ଠାରେ ଥିବା ବିଜୁ ଜୁଏଲାରୀ ସପ୍ରେ ଜିଏସଟି ରେଡ । ଏହି ରେଡ଼ରେ ସମ୍ବଲପୁର ସିଟି ଏବଂ ଜିଏସଟି ବିଭାଗର ଅଧିକାରୀ ମାନେ ସାମିଲ ହୋଇଥିଲେ । ୧୦ ଜଣିଆ ଟିମ ସୁନା ଦୋକାନରେ ଚଢ଼ାଉ କରୁଥିବା ବେଳେ ଆଉ ଏକ ଟିମ ସୁନା ଦୋକାନ ମାଲିକଙ୍କ ଘରେ ଚଢ଼ାଉ!-->…
ବାଣ ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ
ପାଲଲହଡା ୨୧/୧୦: ବାଣ ଭିଡୁଥିବା ବେଳେ ଅଘଟଣ । ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହେବା ସହ ଆଉ ଜଣେ ଗୁରୁତର ହୋଇଛନ୍ତି । ଏମିତିକି ଘରର ଛାତ ବି ଉଡିଯାଇଛି । ଏଭଳି ଘଟଣା ଘଟିଛି ପାଲଲହଡା ବ୍ଲକ ଖମାର ଥାନା ଇଞ୍ଜିଡ଼ି ପଂଚାୟତ ସାଆନ୍ଦା ଗ୍ରାମରେ ।
ସକାଳ ୯ଟା ସମୟରେ ନିଜ ଘରେ ବାଣ ଭିଡୁଥିବା!-->!-->!-->…
ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ୍ଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ୍ ଗିରଫ
ଭୁବନେଶ୍ୱର ୨୧/୧୦: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ୍ଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ୍ ଗିରଫ । ଜେରା ପରେ ଗିରଫ କରିଛି ପୋଲିସ । ଜଗବନ୍ଧୁ ଗିରଫ ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି । ଜଗବନ୍ଧୁଙ୍କ ନାଁରେ ଲାଗିଛି ସଂଗୀନ ଦଫା । ସ୍ତ୍ରୀଙ୍କ ସହ ମିଶି ଅପରାଧିକ ଷଡଯନ୍ତ୍ର କରିଥିବା!-->…
ମାଲକାନଗିରିରେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
ମାଲକାନଗିରି ୨୧/୧୦: ମାଲକାନଗିରି ଜିଲ୍ଲାରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ । ମାଥିଲି ଥାନା ଅନ୍ତର୍ଗତ ତୁଳସୀ ପାହାଡରେ କମିଂ ଅପରେସନ ଚାଲିଥିବା ବେଳେ ଛତିଶଗଡ ଦରଭା ମାଓ ସଂଗଠନର ଏକ ଡମ୍ପକୁ ଖୋଜି ବାହାର କରିଥିଲେ ସୁରକ୍ଷା କର୍ମୀ । ଯାହା ମଧ୍ୟରେ ରହିଛି ବିପୁଳ ପରିମାଣର ବିସ୍ଫୋରକ!-->…
ସକାଳୁ ସକାଳୁ ଘରେ ପଶି ଲୁଟିନେଲେ ୧୮ ଲକ୍ଷରୁ ଅଧିକ ଟଙ୍କା
କଟକ ୨୧/୧୦: କଟକରେ ମାତିଲେ ଡକାୟତ । ମହାନଦୀ ବିହାରରେ ବଡ ଧରଣର ଡକାୟତି ହୋଇଛି । ସକାଳୁ ସକାଳୁ ଘରେ ପଶି ଡକାୟତମାନେ ଲୁଟିନେଇଛନ୍ତି ୧୮ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ।
ହଠାତ୍ ଡକାୟତମାନେ ମହାନଦୀ ବିହାରରେ ରହୁଥିବା ଦୀପ୍ତି ରଞ୍ଜନ ପଟ୍ଟନାୟକଙ୍କ ଘରେ ପଶିଥିଲେ । ମାରଣାସ୍ତ୍ର ଦେଖାଇ!-->!-->!-->…
ବାଲେଶ୍ୱର ପୋଲିସର ମିଶନ ଦଲାଲ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଆଞ୍ଚଳିକ ପରିବହନ ବିଭାଗରେ ଚଢାଉ, ୬ଗିରଫ
ବାଲେଶ୍ୱର : ବାଲେଶ୍ୱର ପୋଲିସର ମିଶନ ଦଲାଲ । ଶିଳ୍ପାଞ୍ଚଳ ଥାନା ଓ ଟାଉନ୍ ଥାନା ପୋଲିସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଆଞ୍ଚଳିକ ପରିବହନ ବିଭାଗରେ ଚଢାଉ କରି ଦଲାଲି କରୁଥିବା ୬ ଜଣ ଯୁବକଙ୍କୁ ଗିରଫ କରିଛି । ଜିଲ୍ଲା ବଡ଼ ମେଡିକାଲରୁ ଗିରଫ ୩ ଦଲାଲ ଡାକ୍ତରଖାନାରେ ରୋଗୀଙ୍କ!-->…