Browsing Category

ଅପରାଧ

ନକଲି ଔଷଧକୁ ନେଇ କିଛି ଅଭିଯୋଗ ଥିଲେ ସିଧା ଡଗ୍ସ କଣ୍ଟ୍ରୋଲରଙ୍କୁ ଜଣାଇପାରିବେ ଗ୍ରାହକ, ଦୋକାନରେ ଲାଗିଲା ନୋଟିସ

ଭୁବନେଶ୍ବର: ନକଲି ଔଷଧ ନିୟନ୍ତ୍ରଣ ପାଇଁ ଆଉ ପାଦେ ଆଗେଇଲେ ଔଷଧ ନିୟନ୍ତ୍ରକ ଅଧିକାରୀ। ଭୁବନେଶ୍ବରର ପ୍ରତି ଔଷଧ ଦୋକାନରେ ଲାଗିଲା ସଚେତନତାର ଲିଫ୍ ଲେଟ। ଯେଉଁଥିରେ ଔଷଧ ନିୟନ୍ତ୍ରକ ଅଧିକାରୀଙ୍କ ହ୍ବାର୍ଟସଆପ ନମ୍ବର ରହିଛି। ଯେଉଁ ଔଷଧକୁ ନେଇ ମନରେ ସନ୍ଦେହ ଓ ଅଭିଯୋଗ ରହିବ,…

ରାଜଧାନୀରୁ ନିର୍ଯାତିତା ନାବାଳିକା ଉଦ୍ଧାର

ଭୁବନେଶ୍ବର: ଆଜି ରାଜଧାନୀରୁ ଜଣେ ନିର୍ଯାତିତା ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ଚାଇଲ୍ଡଲାଇନ, ଶ୍ରମ ଅଧିକାରୀ ଏବଂ ପୁଲିସର ମିଳିତ ପ୍ରୟାସରେ ଜଣେ ୧୩ ବର୍ଷର ନାବାଳିକାଙ୍କୁ ମଞ୍ଚେଶ୍ୱର ଥାନା ଅଧୀନ ସତ୍ୟବିହାରରୁ ଉଦ୍ଧାର କରାଯାଇଛି। ପୀଡ଼ିତାଙ୍କୁ ସତ୍ୟ ଏନକ୍ଲେଭ ସ୍ଥିତ ରଶ୍ମୀରଂଜନ…

ଫ୍ୟାମିଲି କୋର୍ଟରେ ପୁଣିଥରେ ହାଜର ହେଲେ ଅନୁଭବ ଏବଂ ବର୍ଷା

କଟକ, ୧୭/୧୦: କଟକ ଫ୍ୟାମିଲି କୋର୍ଟରେ ପୁଣିଥରେ ହାଜର ହେଲେ ସାଂସଦ ଅନୁଭବ ମହାନ୍ତି ଏବଂ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । ହେଲେ ବର୍ଷାଙ୍କ ସାକ୍ଷ୍ୟଗ୍ରହଣ କାର୍ଯ୍ୟ ଆଜିବି ସମ୍ପର୍ଣ୍ଣ ହୋଇପାରିନାହିଁ । ସାକ୍ଷ ସମ୍ବନ୍ଧୀୟ କାଗଜପତ୍ରର ନକଲ ଅନୁଭବଙ୍କୁ ଦିଆଯାଇନଥିବାରୁ ଆଜି ସାକ୍ଷ୍ୟ ଗ୍ରହଣ…

୫୦୦ ଲିଟର ଜିଞ୍ଜର ସହ ପିକଅପ୍ ଭ୍ୟାନ୍‌ ଜବତ, ଦୁଇ ଗିରଫ

ସୋର, ୧୭/୧୦: ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ସେରଗଡ଼ ଜାତୀୟ ରାଜପଥ ନିକଟରୁ ବିପୁଳ ପରିମାଣ ଜିଞ୍ଜର ଜବତ ହୋଇଛି । ଏହି ଘଟଣାରେ ଜଡ଼ିତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ୍‌ । ଝାଡଖଣ୍ଡରୁ ଜିଞ୍ଜର ବାରମ୍ବାର ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇ ଆସୁଥିଲା । କୌଣସି ସୁତ୍ରରୁ…

ଯୁବକଙ୍କୁ ବାନ୍ଧି ଦୌଡାଇବା ଘଟଣା : ଦୁଇ ଜଣଙ୍କୁ ଅଟକ ରଖିଛି ପୋଲିସ

କଟକ ୧୭।୧୦ : ରବିବାର ସଂଧ୍ୟାରେ କଟକ ସହରର ଜଣେ ଯୁବକଙ୍କୁ ଗାଡିରେ ବାନ୍ଧି ଦୌଡାଇବା ଘଟଣାରେ ମୁହଁ ଖୋଲିଲେ ଡିସିପି। ସେ କହିଛନ୍ତି ଯେ, ଟଙ୍କା ଉଦ୍ଧାର ଫେରିପାଇବା ପାଇଁ ଏଭଳି ହୋଇଛି। ପୀଡ଼ିତ ଓ ଅଭିଯୁକ୍ତଙ୍କ ମଧ୍ୟରେ ପୂର୍ବରୁ ସମ୍ପର୍କ ରହିଛି। ଦୁଇ ଅଭିଯୁକ୍ତଙ୍କ ନାଁରେ…

ପ୍ରେମିକାର ଘର ଆଗରେ ପ୍ରେମିକର ବୋମାମାଡ଼

ଆଠଗଡ଼ ୧୭/୧୦: କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ଚକ୍ରପ୍ରସାଦ ଗ୍ରାମରେ ଅଘଟଣ । ଏକ ତରଫା ପ୍ରେମକୁ ନେଇ ପ୍ରେମିକା ଘର ଆଗରେ ପ୍ରେମିକର ବୋମାମାଡ଼ । ବୋମାମାଡ଼ରେ କାହାର କିଛି କ୍ଷୟକ୍ଷତି ହୋଇନଥିବା ବେଳେ ଘରର କିଛି ଅଂଶ ନଷ୍ଟ ହୋଇଛି । ନରସିଂହପୁର ପୋଲିସର ତଦନ୍ତ ଜାରି । …

ବିଲରୁ ମିଳିଲା କ୍ଷତବିକ୍ଷତ ମୃତଦେହ, ହତ୍ୟା ସନ୍ଦେହ

ଉଦଳା ୧୭।୧୦ : ବିଲରୁ ମିଳିଲା ବ୍ୟକ୍ତିଙ୍କ କ୍ଷତବିକ୍ଷତ ମୃତଦେହ । ମୃତକଙ୍କ ନାମ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ବୋଲି ଜଣାପଡିଛି । ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଏନ୍‌ଏସିର ୮ ନମ୍ବର ଓ୍ୱାର୍ଡରେ ଘଟିଛି ଏଭଳି ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର…

ଅର୍ଚ୍ଚନା ନାଗ୍‌ଙ୍କୁ ମିଳିଲାନି ଜାମିନ

ଭୁବନେଶ୍ୱର ୧୭/୧୦: ବ୍ଲାକମେଲିଂ କୁଇନ ଅର୍ଚ୍ଚନା ନାଗ୍‌ ଗିରଫ ମାମଲା । ଅର୍ଚ୍ଚନା ନାଗ୍‌ ଜାମିନ ଆବେଦନ ଖାରଜ । ଜାମିନ ଖାରଜ କଲେ ଭୁବନେଶ୍ୱର SDJM । ଗତ ଶୁକ୍ରବାର ଅର୍ଚ୍ଚନାଙ୍କ ଜାମିନ ଆବେଦନ କରିଥିଲେ ତାଙ୍କ ଓକିଲ ଦେବାଶିଷ ମହାପାତ୍ର । ତେବେ ଏବେ ତାଙ୍କୁ ବେଲ୍ ମିଳିଲାନି ଫଳରେ…

ପୋଲିସ-ମାଓବାଦୀ ଗୁଳିବିନିମୟ, ଏଏସ୍‌ଆଇ ଗୁରୁତର

ମାଲକାନଗିରି ୧୭।୧୦ : ପୋଲିସ ଓ ନକ୍ସଲ ଗୁଳିବିନମୟ । ମାଲକାନଗରି ଜିଲ୍ଲା ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାରେ ଚାଲିଛି ଏନ୍‌କାଉଣ୍ଟର । ଏଥିରେ ଜଣେ ଏଏସ୍‌ଆଇ ଗୁରୁତର ହୋଇଛନ୍ତି । ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ବିଜାପୁର ଜିଲ୍ଲା ତେରମ ଥାନା…

ଗଛରେ ପିଟିହେଲା ଆମ୍ବୁଲାନ୍ସ, ଆଟେଣ୍ଡାଣ୍ଟ ସହ ରୋଗୀ ମୃତ

ଧର୍ମଗଡ ୧୭/୧୦: ଗଛରେ ପିଟିହେଲା ଆମ୍ବୁଲାନ୍ସ । ଦୁଇ ଜଣଙ୍କ ମୃତ୍ୟୁ । ଜୟପୁର ଭବାନୀପାଟଣା ଜାତୀୟ ରାଜପଥ NH-26 ମହିଚଲା ଘୋଳିଜବା ନିକଟରେ ଘଟିଛି ଏହି ଦୁର୍ଘଟଣା । ରାସ୍ତା କଡରେ ଥିବା ଗଛକୁ ଆମ୍ବୁଲାନ୍ସ ପିଟିହେବାରୁ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ସୂଚନା ଅନୁଯାୟୀ, ଝାଡାବାନ୍ତି…