Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ଶୁକ୍ରବାରଠୁ ଥିଲେ ନିଖୋଜ
ଚଣ୍ଡିଖୋଲ ୦୯।୧୦ : ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ । ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଓଲର ଗାଁର ଘଟଣା । ମୃତକଙ୍କ ନାମ ଭାଗ୍ୟଧର ବେହେରା ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ଭାଗ୍ୟଧର ଗତ ଶୁକ୍ରବାର ଅପରାହ୍ନ ସମୟରେ ବ୍ୟାଙ୍କକୁ!-->!-->!-->…
ଜଗବନ୍ଧୁ ଫେରାର, ଫେସ୍ବୁକ୍ ଆକାଉଣ୍ଟ ବନ୍ଦ
ଭୁବନେଶ୍ୱର ୦୯।୧୦ : ରାଜଧାନୀରେ ଚାଲିଥିଲା ହନିଟ୍ରାପ୍ । ବ୍ଲାକମେଲ୍ ର ରାଣୀ ଅର୍ଚ୍ଚନା ନାଗର ଗୋଟିଏ ପରେ ଗୋଟିଏ ଗୁମର ପଦାକୁ ଆସୁଥିବା ବେଳେ ଖସିଯାଇଥିବା ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କର ଫେସ୍ ବୁକ ଆକାଉଣ୍ଟ ବନ୍ଦ କରିଛି ପୋଲିସ। ଜଗବନ୍ଧୁଙ୍କ ଫେସବୁକ ଆକାଉଣ୍ଟରେ ରହିଥିଲା ଅନେକ ତଥ୍ୟ।
!-->!-->…
ପୋଲିସ ହାତରେ ଲାଗିଛି ଅର୍ଚ୍ଚନାଙ୍କ ଡାଏରୀ, ଲିଙ୍କରେ ବହୁ ବଡ଼ବଡ଼ିଆ ଥିବା ଚର୍ଚ୍ଚା
ଭୁବନେଶ୍ୱର : ଖୋଲୁଛି ଲେଡି ବ୍ଲାକମେଲର୍ ଅର୍ଚ୍ଚନା ନାଗ ଗୁମର ପେଡ଼ି । ପୋଲିସ ଚୁପ୍ ରହିଥିବା ବେଳେ ସାମନାକୁ ଆସୁଛି ନୂଆ ନୂଆ ତଥ୍ୟ । ତଦନ୍ତ ଯେତିକି ଆଗଉଛି, ଅର୍ଚ୍ଚନାଙ୍କ ହାଇପ୍ରୋଫାଇଲ୍ ଲିଙ୍କ୍ ସେମିତି ଖୋଲୁଛି । ପୋଲିସ ହାତରେ ଲାଗିଛି ଅର୍ଚ୍ଚନାଙ୍କ ଡାଏରୀ । ଯେଉଁଥିରେ!-->…
ଓଲଟିଲା ଯାତ୍ରୀବାହୀ ବସ: ୭ ଗୁରୁତର, ଅଳ୍ପକେ ବର୍ତ୍ତିଲେ ୬୦ରୁ ଉର୍ଦ୍ଧ୍ବ ଯାତ୍ରୀ
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅନ୍ତର୍ଗତ ୧୪୯ ନଂ ଜାତୀୟ ରାଜପଥର ଭେଜିଆ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ରୟାଲ ନାମକ ଯାତ୍ରୀବାହୀ ବସ । ବସରେ ଥିବା ୭ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି ,ଅଳ୍ପକେ ବର୍ତ୍ତି ଯାଇଛନ୍ତି ୬୦ରୁ ଅଧିକ!-->…
କାର୍ ଧକ୍କାରେ କଦଳୀ ବେପାରୀ ମୃତ
ଭୁବନେଶ୍ୱର ୦୯।୧୦ : ଭୁବନେଶ୍ୱର କଳ୍ପନା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣଙ୍କୁ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଖବର ଅନୁଯାୟୀ, ରାଜମହଲ ଛକ ପଟୁ କଳ୍ପନା!-->!-->!-->…
ଏନ୍ସିବି-ନୌସେନାର ମିଳିତ ଅଭିଯାନ, ୧୨୦୦ କୋଟି ଟଙ୍କାର ହେରୋଇନ ଜବତ
କୋଚି : ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି) ଏବଂ ଭାରତୀୟ ନୌସେନାର ମିଳିତ ଅଭିଯାନରେ କୋଚି ନିକଟରୁ ୧୨ ଶହ କୋଟିରୁ ଅଧିକ ଟଙ୍କା ମୂଲ୍ୟର ହେରୋଇନ ଜବତ କରାଯାଇଛି । ୨୦୦ କିଲୋ ହେରୋଇନ ସହିତ ମାଛ ଧରିବା ପାଇଁ ଉଦ୍ଦିଷ୍ଟ ଏକ ଇରାନୀ ଜାହାଜକୁ ଏନସିବି-ନୌସେନାର ମିଳିତ ଟିମ୍ ଜବତ!-->…
ନଦୀରେ ଭାସୁଛି ନବଜାତର ମୃତଦେହ
ତେଲକୋଇ ୦୮।୧୦ : ନଦୀରେ ଭାସୁଛି ନବଜାତର ମୃତଦେହ । କେନ୍ଦୁଝର ଜିଲ୍ଲା ସମାକୋଇ ପୋଲ ନିକଟରେ ମୃତଦେହ ଲାଗିଥିବା ଦେଖିବାକୁ ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ଶନିବାର ସକାଳୁ କିଛି ଲୋକ ନଦୀକୁ ଗାଧୋଇବାକୁ ଆସିଥିଲେ । ଏହି!-->!-->!-->…
ଆଠଗଡ଼ ଭିରୁଡ଼ାରେ ଅବକାରୀ ବିଭାଗର ଚଢ଼ାଉ, ଶହଶହ ଲିଟର ଦେଶୀ ମଦ ଜବତ
ଆଠଗଡ ୦୮/୧୦: ୨୦୨୨ ତିଗିରିଆ ଆଠଗଡ଼ ଭିରୁଡ଼ାରେ ଅବକାରୀ ବିଭାଗର ଚଢ଼ାଉ । ଦୁଇମହଲା ଘରୁ ବାହାରିଲା ଚୋରାରେ ବିକ୍ରି ପାଇଁ ରଖାଯାଇ ଥିବା ଶହଶହ ଲିଟର ଦେଶୀ ମଦ ।
ସୁଚନା ମୁତାବକ ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ଗ୍ରାମର ବିଭିନ୍ନ ସ୍ଥାନରେ ଆଠଗଡ଼ ଅବକାରୀ ବିଭାଗ ଏବଂ କଟକ କେନ୍ଦ୍ରୀୟ!-->!-->!-->…
ପୋଲିସ ଗାଡି ଓ ଟ୍ରକ ମୁହାଁମୁହିଁ ଧକ୍କା, ଦୁଇ ପୋଲିସ କର୍ମଚାରୀ ସମେତ ୩ ଗୁରୁତର
ବାରିପଦା ୦୮।୧୦ : ପୋଲିସ ଭ୍ୟାନ୍ ଓ ଟ୍ରକ ମୁହାଁମୁହିଁ ଧକ୍କା । ଦୁଇ ପୋଲିସ କର୍ମୀଙ୍କ ସମେତ ଜଣେ ବୃଦ୍ଧା ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ମୟୁରଭଞ୍ଜ ଜିଲ୍ଲା ଦେଇ ଯାଇଥିବା ୧୮ ନମ୍ବର ଜାତୀୟ ରାଜପଥ ବାରିପଦା ନିକଟ ପାଲବଣି ପାଖରେ!-->…
ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ, ଗୁପ୍ତାଙ୍ଗ କାଟି ମୃତଦେହ ନିକଟରେ ଫିଙ୍ଗି ଚାଲିଗଲା
ଯାଜପୁର: ଯାଜପୁର ସୁକିନ୍ଦା ଥାନାରେ ଅଭାବନୀୟ ଘଟଣା । ସ୍ୱାମୀକୁ ଅତି ନୃଶଂସ ଭାବରେ ହତ୍ୟା କରିଛି ସ୍ତ୍ରୀ । ଏପରିକି ହତ୍ୟା ପରେ ସ୍ୱାମୀଙ୍କ ଗୁପ୍ତାଙ୍ଗ ମଧ୍ୟ କାଟି ମୃତଦେହ ନିକଟରେ ଫିଙ୍ଗିଦେଇଛି । ଅଭିଯୁକ୍ତା ସ୍ତ୍ରୀ ଫେରାର ରହିଥିବା ବେଳେ ପୋଲିସ ତଦନ୍ତ କରୁଛି । ସୁକିନ୍ଦା!-->…