Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ଘର ଭିତରୁ ମିଳିଲା ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ
ଭଞ୍ଜନଗର ୦୮।୧୦ : ଘର ଭିତରୁ ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଠାବ । ମୃତ ମହିଳାଙ୍କ ନାମ ତ୍ରିବେଣୀ ନାୟକ ବୋଲି ଜଣାପଡିଛି । ଗଞ୍ଜାମ ଜିଲ୍ଲା ତାରସିଙ୍ଗି ଥାନା ଗଜାପଦର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ଖବର ଅନୁଯାୟୀ, ତ୍ରିବେଣୀ ନିଜ ପୁଅ ସନା ନାୟକଙ୍କ ସହିତ ଘରେ ରୁହନ୍ତି ।!-->!-->!-->…
ରାଜରାସ୍ତାରେ ଦୁବୃତ୍ତ ଜାଳି ଦେଲେ ଟ୍ରକ
ଭୁବନେଶ୍ୱର : ଭୁବନେଶ୍ୱର-ପୁରୀ ବାଇପାସ ରାସ୍ତା ଓଡ଼ିଆଣୀ ହୋଟେଲ ସମ୍ମୁଖରେ ଦୁବୃତ୍ତ ମାନେ ବିଳମ୍ବିତ ରାତିରେ ଏକ ଟ୍ରକକୁ ଜାଳି ଦେଇଛନ୍ତି । ଧଉଳି ଥାନା ଅଧିନସ୍ଥ ଓଡ଼ିଆଣୀ ହୋଟେଲ ନିକଟରେ ଏହି ଘଟଣା ଘଟିଛି । ଏହି ଟ୍ରକ କଟକରୁ କିଛି ସାମଗ୍ରୀ ନେଇ ଆସୁଥିଲା। ଘଟଣାସ୍ଥଳରେ ବାଲିଅନ୍ତା!-->…
ଖୋଲିବ ଲେଡି ବ୍ଲାକମେଲରଙ୍କ ଗୁମର, ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରିବ ପୋଲିସ୍
ଭୁବନେଶ୍ୱର: ଖୋଲିବ ଭୁବନେଶ୍ୱରରୁ ଗିରଫ ଲେଡି ବ୍ଲାକମେଲରଙ୍କ ଗୁମର । ଗିରଫ ଅର୍ଚ୍ଚନା ନାଗଙ୍କୁ ରିମାଣ୍ଡରେ ଆଣି ତଥ୍ୟ ବାହାର କରିବ ଖଣ୍ଡଗିରି ଥାନା ପୋଲିସ । ଏଥିପାଇଁ କୋର୍ଟରେ ଆବେଦନ କରିବ । ରିମାଣ୍ଡରେ ଆଣି ଅର୍ଚ୍ଚନାଙ୍କ ପାଖରୁ ବ୍ଲାକମେଲିଂର ଗୋଟି ଗୋଟି ସତ ବାହାର କରିବ!-->…
ବୃଦ୍ଧଙ୍କୁ ଧକ୍କା ଦେଇ ଖୁଣ୍ଟରେ ପିଟି ହେଲା ବାଇକ୍, ୩ ମୃତ
ସମ୍ବଲପୁର ୦୮।୧୦ : ସମ୍ବଲପୁର ପାଂଚଗୋଛିଆ ନିକଟରେ ବାଇକ ଦୁର୍ଘଟଣା। ଏହି ଦୁର୍ଘଟଣାରେ ୩ଜଣଙ୍କ ମୃ୍ତ୍ୟୁ ହୋଇଛି। ହୀରାକୁଦର ୨ ଜଣ ଯୁବକ ପ୍ରାଣ ହରାଇଛନ୍ତି। ସେମାନଙ୍କ ନାମ ଇଣ୍ଡଲ କଲୋନୀର ସନ୍ତୋଷ ନାୟକ ଓ ଅନ୍ୟ ଜଣେ କଦମପଡାର ପିୟୁଷ ରାଉତ ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ଉଭୟ!-->!-->!-->…
ବିଚ୍ ରାସ୍ତାରେ ସ୍ତ୍ରୀକୁ ହାଣିଲା ସ୍ୱାମୀ
ଜଳେଶ୍ୱର: ପୁଲିସ୍ ପ୍ରତି ଭୟ ନାହିଁ! ଥାନା ସମ୍ମୁଖରେ ବିଚ୍ ରାସ୍ତାରେ ସ୍ତ୍ରୀକୁ କଟୁରୀରେ ହାଣି ରକ୍ତାକ୍ତ କଲା ସ୍ୱାମୀ। ଆଜି ଅପରାହ୍ନରେ ଏପରି ଘଟଣା ବାଲେଶ୍ୱର ଜିଲ୍ଲା ସିଙ୍ଗଲା ଥାନା ଅଞ୍ଚଳରେ ଘଟିଛି। ସ୍ଥାନୀୟ ଲୋକେ ଅଭିଯୁକ୍ତ ସ୍ୱାମୀକୁ ଧରି ପୁଲିସ୍ ଜିମା ଦେଇଛନ୍ତି।
ସିଂଲା!-->!-->!-->…
ଦିନକରେ ୫୯ ଜୁଆଡ଼ିଙ୍କୁ ଧରି ଦୁଇ ଲକ୍ଷ ଜବତ କଲା ବ୍ରହ୍ମପୁର ପୋଲିସ…
ବ୍ରହ୍ମପୁର: ଗଞ୍ଜାମ ଜିଲାରେ ଦଶହରା ଠାରୁ କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ ଜୁଆ ଖେଳ ପ୍ରଚୁର ପରିମାଣରେ ଚାଲିଥାଏ। ଏହା ବେଆଇନ୍ ହୋଇଥିବା ଯୋଗୁ ବର୍ତ୍ତମାନ ଧରପଗଡ଼କୁ ଜୋର୍ଦାର୍ କରିଛି ବ୍ରହ୍ମପୁର ପୋଲିସ। ବୁଧବାର ଗୋଟିଏ ଦିନରେ ପୋଲିସ ୫୯ଜଣ ଜୁଆଡ଼ିଙ୍କୁ ଧରିବା ସହିତ ସେମାନଙ୍କ!-->…
ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ‘ବ୍ଲାକମେଲିଂ’ କରୁଥିବା ଯୁବତୀ ଅର୍ଚ୍ଚନା !
ଭୁବନେଶ୍ୱର: ନେତା, ପୁଲିସ ଏବଂ ପ୍ରଯୋଜକଙ୍କୁ ବ୍ଲାକମେଲିଂ କରୁଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ଭୁବନେଶ୍ବର ସତ୍ୟ ବିହାରର ଅଞ୍ଚଳର ମହିଳା ଅର୍ଚ୍ଚନା ନାୟକ। ନିକଟରେ ପ୍ରଯୋଜକ ଅକ୍ଷୟ ପରିଜା ଆଣିଥିବା ବ୍ଲାକମେଲିଂ ଅଭିଯୋଗରେ ସଂପୃକ୍ତ ଯୁବତୀଙ୍କ ଲିଙ୍କ୍ ରହିଥିବା ସୂଚନା ରହିଛି। ନିକଟରେ!-->…
ନବଜାତର ମୃତ୍ୟୁ ପରେ ଆଖି ବୁଜିଲା ନାବାଳିକା ମାଆ
ଫୁଲବାଣୀ: ନବଜାତ ପରେ ଆଖି ବୁଜିଲା ନାବାଳିକା ମାଆ । ଚିକିତ୍ସାଧୀନ ଅବସ୍ଥାରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । କିଛିଦିନ ତଳେ ତୁମୁଡ଼ିବନ୍ଧ ବ୍ଲକ ବେଲଘର ଥାନା ରାଙ୍ଗାପୁର ଆବାସିକ ବିଦ୍ୟାଳୟର ଜଣେ ଛାତ୍ରୀ ଗର୍ଭବତୀ ଥିବା ଜଣାପଡ଼ିଥିଲା । ଏନେଇ ଥାନାରେ ଏତଲା ଦେଇଥିଲେ!-->…
ଜିଲ୍ଲା ପରିଷଦ ସଭ୍ୟ ଆତ୍ମହତ୍ୟା ଘଟଣା, ଧର୍ମେନ୍ଦ୍ର ସାହୁଙ୍କ ପତ୍ନୀ ଓ ପଡୋଶୀଙ୍କୁ ପୋଲିସର ଜେରା
ଭୁବନେଶ୍ୱର ୭/୧୦: ଗୋପର ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା । ମୃତ ଧର୍ମେନ୍ଦ୍ରଙ୍କ ଶିଶୁପାଳଗଡ଼ ସ୍ଥିତ ଘରେ ପହଞ୍ଚିଲା ପୋଲିସ । ଆଇଆଇସି ଏବଂ ଆଡସିନାଲ ଡିସିପି ସହ ଏକ ଟିମ୍ ପହଞ୍ଚି ପଚରାଉଚରା ଆରମ୍ଭ କରିଛନ୍ତି ।
ଧର୍ମେନ୍ଦ୍ରଙ୍କ ପତ୍ନୀ, ପରିବାର ଓ!-->!-->!-->…
ଭିଜିଲାନ୍ସ ଜାଲରେ ବଲାଙ୍ଗିର ମୁରିବାହାଲ ବ୍ଲକ୍ APO
କଟକ: ଭିଜିଲାନ୍ସ ଜାଲରେ APO । ଭିଜିଲାନ୍ସ ହାତରେ ଧରାପଡ଼ିଲେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ୍ ଆଡିସିନାଲ ପ୍ରୋଗ୍ରାମ୍ ଅଫିସର ସୁଶାନ୍ତ କୁମାର ଦାସ । ୪୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ।
ଜଣେ ଗ୍ରାମ ସାଥୀଙ୍କଠାରୁ ନେଉଥିଲେ ଏହି ଲାଞ୍ଚ। ମନରେଗା କାମର!-->!-->!-->…