Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ଏଟିଏମରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା
ଢେଙ୍କାନାଳ ୦୩/୧୦: ଆଗରେ ଲାଗିଛି ସିସିଟିଭି । ଆଉ ତାଲା ବି ଝୁଲୁଛି । ମାତ୍ର ପଛ ପଟ ମେଲା କରି ଲୁଟେରା ଲୁଟିନେଲେ ଟଙ୍କା । ଏପରିସ୍ଥିତି ଉପୁଜିଛି ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ଅନ୍ତର୍ଗତ ଶ୍ରୀରାମଚନ୍ଦ୍ର ପୁର ଛକରେ । ଶ୍ରୀରାମଚନ୍ଦ୍ରପୁର ଡାକ୍ତରଖାନା ସମ୍ମୁଖରେ ଥିବା ଷ୍ଟେଟ!-->…
ଜୁଆ ଆଡ୍ଡାରେ ଚଢ଼ାଉ ୧୦ ଜୁଆଡ଼ି ଗିରଫ : ୪ଲକ୍ଷ୨୫ହଜାର ୨୭୦ ଟଙ୍କା ଓ ୧୧ଟି ଦାମିଦାମୀ ମୋବାଇଲ ସହ ୩ଟି ବାଇକ…
ବ୍ରହ୍ମପୁର : ଜୁଆ ଆଡ୍ଡା ଉପରେ ଚଢ଼ାଉ କରିବା ପାଇଁ ସଦର ପୁଲିସକୁ ଡ୍ରେସ୍ ଓହ୍ଲାଇବାକୁ ପଡିଲା । ଖାକି ବର୍ଦ୍ଦି ବଦଳରେ ଛଦ୍ମ ବେଶରେ ରାତ୍ର ପ୍ରାୟ ୧୦ଟା ବେଳେ ପୁଲିସ ଖାରବେଳ ନଗର ତୃତୀୟ ଲାଇନ ଠାରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୧୦ ଜୁଆଡ଼ିଙ୍କୁ ଗିରଫ କରିବା ସହ!-->!-->!-->…
ଆରମ୍ଭ ହୋଇଗଲାଣି ତାସଖେଳର ଆସର : ଜୁଆଖେଳ ଉପରେ ବୁଗୁଡ଼ା ପୋଲିସର କଡା ନଜର…
ବୁଗୁଡ଼ା : ବୁଗୁଡ଼ା ଥାନା ଅନ୍ତର୍ଗତ ବିଭିନ୍ନ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ପରମ୍ପରା ନାଁରେ ଆରମ୍ଭ ହୋଇଗଲାଣି ତାସଖେଳ ଏବଂ ଜୁଆଖେଳର ଆସର । କେତେକ ସ୍ଥାନରେ ମଜାମଜଲିସରେ ଲୋକେ ତାସ ଖେଳୁଥିବା ବେଳେ ଆଉ କେତେକ ଜୁଆଖେଳରେ ପ୍ରଚୁର ଟଙ୍କା ବାଜିରେ ଲାଗୁଥିବା ଦେଖିବାକୁ ମିଳିଛି । ପୋଲିସ!-->…
ଗାଡିରେ ପୋଲିସ ବୋର୍ଡ ଲଗାଇ ବୁଲିବା ମହଙ୍ଗା ପଡିଲା : ଆନ୍ଧ୍ରର ଜଣେ ଯୁବକ ଗିରଫ…
ବ୍ରହ୍ମପୁର :ଏକ ଆନ୍ଧ୍ର ନମ୍ୱର ଥିବା କ୍ରେଟା କାର ଟି ଲାଞ୍ଜିପଲି ବାଇପାସ୍ ଦେଇ ବ୍ରହ୍ମପୁର ଭିତରକୁ ପ୍ରବେଶ କରୁଥିଲା। ଏହି ସମୟ ରେ ସେହି ରାସ୍ତା ଦେଇ ଏସପି ଶ୍ରବଣ ବିବେକ ଏମ ନିଜ ଅଫିସ ଗାଡ଼ିରେ ଯାଇଥିବାବେଳେ ପୋଲିସ ବୋର୍ଡ ଲଗାଇ ଥିବା କାର ଟିକୁ ଦେଖିଥିଲେ। ତେବେ କାର!-->!-->!-->!-->!-->…
ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣା: ଡିସିପି ଅଫିସରେ ହାଜର ହେଲେ ସାମ୍ବାଦିକ ଅକ୍ଷୟ ନାୟକ
ଭୁବନେଶ୍ୱର/ ଗୋପ: ପୁରୀ ଜିଲ୍ଲା ଗୋପ ବ୍ଲକ୍ ୧୧ ନଂ ଜିଲ୍ଲା ପରିଷଦ ଜୋନ୍ ସଭ୍ୟ ତଥା ବିଜେଡି ନେତା ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣାରେ ଭୁବନେଶ୍ୱର ଡିସିପି ଅଫିସରେ ହାଜର ହୋଇଛନ୍ତି ସାମ୍ବାଦିକ ଅକ୍ଷୟ ନାୟକ। ଭାଇରାଲ ଅଡିଓକୁ ନେଇ ଅକ୍ଷୟଙ୍କୁ ପୁଲିସ ପଚରାଉଚରା କରିଥିବା ଜଣାଯାଇଛି।!-->…
ବ୍ରହ୍ମପୁର ପୋଲିସ ଦ୍ଵାରା ୩ କେଜି ସୁନା ସହ ୧୫୦ କେଜି ରୁପା ଜବତ…
ବ୍ରହ୍ମପୁର: ବ୍ରହ୍ମପୁର ପୋଲିସ କୁ ମିଳିଛି ବଡ ସଫଳତା ୩ କେଜି ସୁନା ସହ ୧୫୦ କେଜି ରୁପା ଜବତ କରିଛି ପୋଲିସ । କୌଣସି ବିଶେଷ ସୂତ୍ରରୁ ଖବର ପାଇଁ ବ୍ରହ୍ମପୁର ଏସ ପି ଙ୍କ ନିର୍ଦେଶ କ୍ରମେ ବ୍ରହ୍ମପୁରରୁ ୩ କେଜି ସୁନା ସହ ୧୫୦ କେଜି ରୁପା ଜବତ କରିଛି ଗୋଳନ୍ଥରା ପୋଲିସ । GST ଫାଙ୍କୁଥିବା!-->…
ନୟାଗଡ ଦଶପଲ୍ଲାରେ ସମାଜସେବୀଙ୍କ ଘରୁ ଓ ର୍ଫାମ ହାଉସରୁ ଲକ୍ଷାଧିକ ଟଙ୍କାର କାଠ ଜବତ
ନୟାଗଡ: ସମାଜସେବୀଙ୍କ ଘରୁ ଓ ର୍ଫାମ ହାଉସରୁ କାଠ ଜବତ । ଜଣେ ଗିରଫ । ନୟାଗଡ ଦଶପଲ୍ଲା ଅଞ୍ଚଳର ସମାଜସେବୀ ଶ୍ରୀହରି ନାୟକଙ୍କ ବାଡି ଓ ଫାର୍ମ ହାଉସରୁ ଲକ୍ଷାଧିକ ଟଙ୍କାର ଶାଳପଟା ଓ କାଠ ଗଣ୍ଡି ଜବତ କରିଛି ବନ ବିଭାଗ । ସ୍ଥାନୀୟ ଅଞ୍ଚଳରେ ଦୀର୍ଘଦିନ ଧରି ଚୋରା କାଠ ବ୍ୟବସାୟ ହେଉଥିବା ଖବର!-->…
ଇଣ୍ଡୋନେସିଆରେ ଫୁଟବଲ ମ୍ୟାଚ୍ ବେଳେ ହିଂସା, ୧୨୭ ଜଣଙ୍କର ମୃତ୍ୟୁ
ନୂଆଦିଲ୍ଲୀ – ଇଣ୍ଡୋନେସିଆରେ ଫୁଟବଲ୍ ମ୍ୟାଚ୍ ଚାଲିଥିବା ବେଲେ ପ୍ରଶଂସକମାନଙ୍କ ମଧ୍ୟରେ ମାରପିଟ୍ । ଏହି ଘଟଣାରେ ୨ ଜଣ ପୁଲିସ କର୍ମୀଙ୍କ ସମେତ ୧୨୭ ଜଣଙ୍କର ମୃତ୍ୟୁ ହୋଇଛି ।
ଜାଭାରେ ଗୋଟିଏ ଷ୍ଟାଡିୟମରେ ପେରସାବାୟାସୁରବାୟା ଏବଂ ଆରେମ୍ ଏଫ୍ସି ଟିମ୍ ମଧ୍ୟରେ ଫୁଟବଲ୍ ମ୍ୟାଚ୍!-->!-->!-->…
ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଓଲିଉଡ୍ ସିନେ ପ୍ରଯୋଜକ ଅକ୍ଷୟ ପରିଜା
କଟକ: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଓଲିଉଡ୍ ସିନେ ପ୍ରଯୋଜକ ଅକ୍ଷୟ ପରିଜା । ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି । ତାଙ୍କ ନାଁରେ କାଷ୍ଟିଂ କାଉଚ୍ ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ । ସୋସିଆଲ ମିଡିଆରେ ଯୌନ ନିର୍ଯାତନା ଦେଉଥିବା ନେଇ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । କିନ୍ତୁ ଯୁବତୀ ଥାନାରେ!-->…
ନୟାପଲ୍ଲୀରୁ ପୁଣି ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଭୁବନେଶ୍ୱର: ପୁଣି ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ଏକ ଘରୁ ମୃତଦେହ ଉଦ୍ଧାର ହୋଇଛି। ଯୁବତୀ ଜଣକ ହେଲେ କଳ୍ପନା ବାରିକ। ସେ ଢେଙ୍କାନାଳର ହୋଇଥିବା ବେଳେ ୨ ବର୍ଷ ହେଲା ଭୁବନେଶ୍ୱରରେ ରହୁଥିଲେ । ଏକ NGO ସଂସ୍ଥାରେ କେୟାରଟେକର ଭାବେ କାମ କରନ୍ତି!-->…