Browsing Category

ଅପରାଧ

ମଧ୍ୟାହ୍ନ ଭୋଜନ ଖାଇ ୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅସୁସ୍ଥ !

ବରଗଡ: ମଧ୍ୟାହ୍ନ ଭୋଜନ ଖାଇ ୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅସୁସ୍ଥ ! ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ରେଙ୍ଗାଳି ପଞ୍ଚାୟତ ବ୍ରାହ୍ମଣଡିହି ଗ୍ରାମରେ ଘଟିଛି ଏପରି ଅଭାବନୀୟ ଘଟଣା । ଗାଁରେ ଥିବା ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନ ପରେ ଅସୁସ୍ଥ ଅନୁଭବ…

ବ୍ରାଉନ ସୁଗାର ବିକ୍ରି ବେଳେ ଧରା ପଡ଼ିଲେ ବୃଦ୍ଧା; ୩୫ ଗ୍ରାମ ବ୍ରାଉନ୍‌ସୁଗାର ଜବତ

ଢେଙ୍କାନାଳ ୩୦/୦୯: ଢେଙ୍କାନାଳରେ ବ୍ରାଉନ ସୁଗାର କାରବାର ବଢ଼ିବାରେ ଲାଗିଛି। ଏପରିକି ଏହି ଧଳା ଜହର କାରବାରରେ ମହିଳାମାନେ ସାମିଲ ହେଉଥିବା ଘଟଣା ପଦାକୁ ଆସିଛି। ଶୁକ୍ରବାର ଅବକାରୀ ଗୁଇନ୍ଦାର ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଚଢ଼ଉ କରି…

ଛତିଶଗଡରେ ୪ ଓଡ଼ିଆଙ୍କୁ କୁରାଢୀରେ ହାଣି ନିର୍ମମ ହତ୍ୟା

କଣ୍ଟାବାଞ୍ଜି ୩୦/୦୯: ଛତିଶଗଡ଼ରେ ୪ ଓଡ଼ିଆଙ୍କୁ ନିର୍ମମ ହତ୍ୟା । ଦୁର୍ଗ ଜିଲ୍ଲା କୁହ୍ମାରି ନିକଟ ଅକେଳି ଗାଁରେ ରହୁଥିବା ୪ ଓଡ଼ିଆଙ୍କୁ ହତ୍ୟା କରାଯାଇଛି । ଏମାନେ ସବୁ ହେଲେ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଥାନା ଦେଢଗାଁର ଏକ ପରିବାରର ୪ ସଦସ୍ୟ । ତେବେ ଏମାନଙ୍କୁ…

ମଦପିଇ ମାତାଲ ହୋଇ ସ୍କୁଲରେ ଗଡୁଛନ୍ତି ଶିକ୍ଷକ, ଭିଡିଓ ଭାଇରାଲ

ସୁନ୍ଦରଗଡ ୩୦/୦୯: ବିଦ୍ୟାଳୟକୁ କୁହାଯାଏ ଶିକ୍ଷାର ମନ୍ଦିର । ପିଲାମାନେ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଏଠାକୁ ଆସିଥାନ୍ତି । କିନ୍ତୁ ଯଦି ପାଠ ପଢାଉଥିବା ସାର୍ ନିଶାରେ ରହିବେ ତେବେ ପିଲାଙ୍କୁ ପାଠ ପଢାଇବ କିଏ ? ଏଭଳି ଏକ ଚିତ୍ର ସାମ୍ନାକୁ ଆସିଛି ଯେଉଁଠି ଶିକ୍ଷକ ମଦ ପିଇ ଆସନ୍ତି ଓ…

ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ

ଭଞ୍ଜନଗର ୩୦/୦୯: ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢାଉ । ଭଞ୍ଜନଗର ଜଳସେଚନ ବିଭାଗ ବାଘୁଆ ପ୍ରକଳ୍ପ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଣଙ୍କ ହେଉଛନ୍ତି ବିଷ୍ଣୁ ଚରଣ ସାହୁ । ଗଞ୍ଜାମର ୭ଟି ସ୍ଥାନରେ…

ଦୁଷ୍କର୍ମ ଅଭିଯୋଗରେ ଜେଲ୍ ଗଲା ଟୁଙ୍ଗୁରୁ ଭୋଳ

ଭୁବନେଶ୍ୱର ୩୦/୦୯: ବହୁ ଚର୍ଚ୍ଚିତ ଟୁଙ୍ଗୁରୁ-ବର୍ଷା ପ୍ରେମ କାହାଣୀରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ବର୍ଷାଙ୍କୁ ବଳାତ୍କାର କରିବା ସହ ଧମକଚମକ ଦେବା ଅଭିଯୋଗରେ ଭରତପୁର ଥାନା ପୋଲିସ ୨୧ ବର୍ଷୀୟ ଟୁଙ୍ଗୁରୁ ଓରଫ ଆଲୋକ ଭୋଳକୁ ଗିରଫ କରିଛି । ଟୁଙ୍ଗୁରୁ ଘର ଗଞ୍ଜାମ ହିଞ୍ଜିଳିକାଟୁ ଥାନା…

ପୁରୀ ଜେଲ୍‌ରେ ପୁଣି ଜଣେ କଏଦୀଙ୍କ ଅତ୍ମହତ୍ୟା

ପୁରୀ, ୨୯/୦୯: ପୁରୀ ଜେଲରେ ପୁଣି ଜଣେ କଏଦୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ମୃତକଙ୍କ ନାମ ଶିବପ୍ରସାଦ ଭୋଇ ବୋଲି ଜଣାପଡ଼ିଛି ।‌ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଶିବଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ସୂଚନା ମିଳିଥିବା ବେଳେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି ।

ମାଷ୍ଟର କ୍ୟାଣ୍ଟିନ୍‌ରେ ଦୁଇ ମଦ୍ୟପଙ୍କ ମଧ୍ୟରେ ମାଡ଼ପିଟ୍‌, ଜଣେ ଡାକ୍ତରଖାନାରେ ଭର୍ତ୍ତି

ଭୁବନେଶ୍ୱର: ରକ୍ତରଞ୍ଜିତ ହେଲା ମାଷ୍ଟର କ୍ୟାଣ୍ଟିନ୍‌ । ଭୁବନେଶ୍ୱରର ସବୁଠୁ ଲୋକାରଣ୍ୟ ଅଞ୍ଚଳ ଭାବେ ପରିଚିତ ମାଷ୍ଟର କ୍ୟାଣ୍ଟିନ ସମ୍ମୁଖ ଅଞ୍ଚଳ ଗତ କିଛିଦିନ ଧରି ଶାନ୍ତ ରହିବା ପରେ ଆଜି ଅପରାହ୍ନ ୪ଟା ସମୟରେ ପୁଣି ଥରେ ଅଶାନ୍ତ ହୋଇ ଉଠିଛି। ଦୁଇଜଣ ଅସାମାଜିକ ଓ ମଦ୍ୟପ ଯୁବକଙ୍କ ମଧ୍ୟରେ…

ବାଇକ୍‌କୁ ଧକ୍କା ଦେଲା ଆଇରନ୍‌ ବୋଝେଇ ଟ୍ରକ୍‌, ଜଣେ ମୃତ

ତେଲକୋଇ, ୨୯/୦୯: ଦୁର୍ଘଟଣାକୁ ନେଇ ଉତ୍ତେଜନା ଆଉ ତାପରେ ରାସ୍ତା ରୋକ । ଏଭଳି ଘଟଣା ଦେଖିବାକୁ ମିଳିଛି ତେଲକୋଇ ଥାନା ୪୯ ନମ୍ବର ଜାତୀୟ ରାଜପଥର ଜଗମୋହନପୁର ଛକ ଠାରେ । ଦିନ ସାଢେ ୧୨ଟା ସମୟରେ ଜଗମୋହନପୁର ଛକରେ ଗୋଟିଏ ଆଇରନ ବୋଝେଇ ଟ୍ରକ ପାଲଲହଡା ପଟୁ ଦୃତଗତିରେ ଆସୁଥିବା ବେଳେ ଏକ…

ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ ଭୂ-ଅର୍ଜନ ଅଧିକାରୀଙ୍କୁ ଅଳତା ସିନ୍ଦୁର ପିନ୍ଧେଇ ଝାଡ଼ୁ ମାରିବା ଘଟଣା, ୫ ମହିଳା…

ନୟାଗଡ଼:ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ ଭୂ-ଅର୍ଜନ ଅଧିକାରୀଙ୍କୁ ଅଳତା ସିନ୍ଦୁର ପିନ୍ଧେଇ ଝାଡ଼ୁ ମାରିବା ଘଟଣା । ୫ଜଣ ମହିଳାଙ୍କୁ ଗିରଫ କଲା ନୟାଗଡ଼ ଥାନା ପୋଲିସ। ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପରେ ଦଶପଲ୍ଲା ବାଣିଗୋଚ୍ଛା ଅଞ୍ଚଳର କିଛି ଲୋକଙ୍କ ଜମି ଯାଇଥିବା ବେଳେ ଆର୍ଥିକ…