Browsing Category

ଅପରାଧ

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କଲେ ଦୁର୍ବୃତ୍ତ, ଲୁଟି ନେଲେ ୯୦ ହଜାର ଟଙ୍କା…

କେନ୍ଦୁଝର : ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । କେନ୍ଦୁଝର ଟାଉନ ଥାନା ପୁରୁଣା ବଜାର ଫିସରି ଅଫିସ୍ ନିକଟରେ ଯୁବକଙ୍କୁ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ଯୁବକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଆକ୍ରମଣ ପରେ ୯୦ ହଜାର ଟଙ୍କା ସହ ଏକ ମୋବାଇଲ ଲୁଟିନେଇଛନ୍ତି…

ଖୋଲିଲା ରହସ୍ୟ; ଝିଅ ଜାଣି ବୋରୱେଲ୍‌ରେ ପକାଇ ଦେଇଥିଲା ମାଆ…!

କଟକ : ଏମିତି କ’ଣ ଜଣେ ମାଆ ହୋଇପାରେ? ଜନ୍ମ ପରେ ଝିଅ ହୋଇଥିବା ଜାଣି ବୋରୱେଲ୍‌ରେ ପକାଇଦେବ? ହଁ ଆଜ୍ଞା ସମ୍ୱଲପୁରରେ ବୋରୱେଲ୍‌ରୁ ଉଦ୍ଧାର ହୋଇଥିବା ଶିଶୁକନ୍ୟା ଘଟଣାରେ ଏପରି ଚାଞ୍ଚଲ୍ୟକର ଚଥ୍ୟ ସାମ୍ନାକୁ ଆସିଛି। ସେପଟେ କଟକ ବଡ଼ ମେଡିକାଲ୍‌ରେ ଚିକିତ୍ସିତ…

ଭୁବନେଶ୍ୱରରେ ଦୋକାନୀଙ୍କ ତଣ୍ଟି କାଟି ୬ ହଜାର ଟଙ୍କା ନେଇଗଲେ ଦୁର୍ବୃତ୍ତ

ଭୁବନେଶ୍ବର : ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଥାନା ଡମଣା ଗାଁରେ ଆଜି ଭୋରରେ ଜଣେ ଦୋକାନୀଙ୍କ ତଣ୍ଟିକାଟି ୬ ହଜାର ଟଙ୍କା ନେଇ ଯାଇଛନ୍ତି ଲୁଟେରା। ଲୁଟ୍‌ର ଶିକାର ହୋଇଥିବା ଦୋକାନୀଙ୍କ ନାଁ ଶିବାନନ୍ଦ…

ଚଳନ୍ତା ଗାଡ଼ିର ଡ୍ରାଇଭରଙ୍କ ଉପରେ ଗୁଳିମାଡ଼…

ସୁନ୍ଦରଗଡ଼ : ଚଳନ୍ତା ଗାଡ଼ିର ଡ୍ରାଇଭରଙ୍କ ଉପରେ ଗୁଳିମାଡ଼। ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଡ୍ରାଇଭର ଭର୍ତ୍ତି। ସୁନ୍ଦରଗଡ଼ କୁତ୍ରା ଥାନା କିରିଙ୍ଗସିରାରେ ହୋଇଛି ଗୁଳିମାଡ଼। ପିକଅପ ଭ୍ୟାନ ଚଳାଇ ସୁବାସ ନାୟକ ନାମକ ଯୁବକ ଯାଉଥିବା ବେଳେ ତାଙ୍କ ଉପରେ ଫାୟାରିଂ…

ବନ୍ଧୁକ ଦେଖାଇ ସୁନା ବ୍ୟବସାୟୀଙ୍କଠାରୁ ୮ଲକ୍ଷ ଟଙ୍କାର ଅଳଙ୍କାର ଲୁଟ୍

ବାଲେଶ୍ଵର : ବାଲେଶ୍ଵର ରେମୁଣା ଥାନା ସପ୍ତସରା ନାଳ ନିକଟ ଘାସିମରା ପୋଲ ନିକଟରେ ଘଟିଛି ଏହି ଘଟଣା । ବନ୍ଧୁକ ଦେଖାଇ ସୁନା ବ୍ୟବସାୟୀଙ୍କଠୁ ୮ଲକ୍ଷର ଅଳଙ୍କାର ଲୁଟ୍ ହୋଇଛି । ବନ୍ଧୁକମୁନ ଓ ଫାଙ୍କା ଗୁଳିମାଡ଼ କରି ଏହି ସୁନା ଦୋକାନୀଙ୍କ ଠାରୁ ଅଳଙ୍କାର ଓ…

ବାଲେଶ୍ଵରରେ ପୂର୍ବତନ ବିଜେଡି ନେତା ତନ୍ମୟ ମହାନ୍ତିଙ୍କୁ ଛୁରାମାଡ଼

ବାଲେଶ୍ଵର: ବାଲେଶ୍ଵର ସହଦେବ ଖୁଣ୍ଟାର ପୂର୍ବତନ ବିଜେଡି ନେତା ତନ୍ମୟ ମହାନ୍ତିଙ୍କୁ ଛୁରାମାଡ଼ । ଛୁରାମାଡ଼ ପଛରେ ବିଜେଡି ରୁ ବହିଷ୍କୃତ ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା ଓ ସ୍ଥାନୀୟ ଠିକାଦାର ପ୍ରଭାତ ବିଶ୍ଵାଳ ଙ୍କ ହାତ ଥିବା ନେଇ କହିଛନ୍ତି ତନ୍ମୟ । ଆଜି ସକାଳୁ…

ଟଙ୍କା ଦେବାକୁ ମନା କରିବାରୁ ବ୍ୟବସାୟୀ ହାଣିଦେଲେ ଦୁର୍ବୃତ୍ତ…

କେନ୍ଦ୍ରାପଡା: ଦାଦାବାଟି ଦେବାକୁ ମନା କରିବାରୁ ବ୍ୟବସାୟୀଙ୍କୁ ହାଣିଦେଲେ ଦୁର୍ବୃତ୍ତ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡାରେ । ଦୁର୍ବୃତ୍ତଙ୍କ ସଂଘବଦ୍ଧ ଆକ୍ରମଣରେ ଗୁରୁତର ହୋଇଥିବା ବ୍ୟବସାୟୀ ଜଣକ ମିର ଖାଦୀମ ବକ୍ସ । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ…

୪ ହାଇୱେ ଲୁଟେରା ଗିରଫ, ବଡ଼ ଲୁଟ୍ ପାଇଁ ଯୋଜନା ବେଳେ ମାଡ଼ିବସିଲା ପୋଲିସ

ଭଦ୍ରକ : ଗ୍ରାମାଞ୍ଚଳ ପୋଲିସ ହାତରେ ୪ ହାଇୱେ ଲୁଟେରା। ବଡ଼ ଲୁଟ୍ ପାଇଁ ଯୋଜନା ବେଳେ ମାଡ଼ିବସିଲା ପୋଲିସ। ଭଦ୍ରକ ଗ୍ରାମାଞ୍ଚଳ ଥାନା ରାଣୀତାଲ ନିକଟରେ ଘଟିଛି ଘଟଣା। ଗତି କିଛି ଦିନଧରି ୫ରୁ ୬ ଜଣ ଲୁଟେରା ଏକ ଅଟୋରେ ଯୋଜନାବଦ୍ଧ ଭାବେ ରାତିର ସୁଯୋଗ ନେଇ ୧୬…