Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ପ୍ରେମିକା ଘର ଭିତରୁ ପ୍ରେମିକର ମୃତଦେହ ଉଦ୍ଧାର
ଭୁବନେଶ୍ବର : ପ୍ରେମିକା ଘର ଭିତରୁ ପ୍ରେମିକର ମୃତଦେହ ଉଦ୍ଧାର । ଭୁବନେଶ୍ବର ଶିଶୁପାଳଗଡ଼ ଇନ୍ଦିରା କଲୋନୀରେ ଏହି ଘଟଣା ଘଟିଛି । ମୃତକ ହେଲେ ପପୁନି ସ୍ୱାଇଁ । ତାଙ୍କ ଘର ପୁରୀ ଜିଲ୍ଲା ନିମାପଡା ଅଞ୍ଚଳରେ । ସେ ପିଏଚଡି ମିସ୍ତ୍ରୀ ଭାବେ କାମ କରୁଥିଲେ । ପପୁନିକୁ ହତ୍ୟା!-->…
ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଜିଆରଏସକୁ ୩ ବର୍ଷ ଜେଲ ୫ ହଜାର ଜରିମାନା…
ଫୁଲବାଣୀ: ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ବିଚାରପତି ସମରବିଳାସ ବେହେରା ଆଜି ଏକ ଲାଂଚ ନେବା ମାମଲାର ବିଚାରଣା କରି ମାମଲାର ଅଭିଯୁକ୍ତ ବୌଦ୍ଦ ଜିଲ୍ଲା କଣ୍ଟାମାଳ ବ୍ଳକ ଅନ୍ତର୍ଗତ ଘଣ୍ଟାପଡା ପଂଚାୟତର ଗ୍ରାମରୋଜଗାର ସେବକ ପାଣ୍ଡବ ମାହଲ (୪୩) କୁ ସରକାରୀ ଅର୍ଥ ଆତ୍ମସାତ!-->!-->!-->…
ମୋବାଇଲ ଚୋର ଗିରଫ , ୩ ମୋବାଇଲ ଜବତ…
ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନା ଅଧୀନରେ ଥିବା ଶ୍ରମ ଶକ୍ତି ମହାବିଦ୍ୟାଳୟ ନିକଟରୁ ଚଳିତ ବର୍ଷ ଗତ ଅକ୍ଟୋବର ୯ ତାରିଖ ଦିନ ଜଣେ ଛାତ୍ରୀଙ୍କ ହାତରୁ ଜଣେ ଦୁର୍ବୃତ୍ତ ମୋବାଇଲ ଛଡ଼ାଇ ନେଇଯାଇଥିବାକୁ ନେଇ ବୀରମିତ୍ରପୁର ଥାନାରେ ଏକ ଲିଖିତ ଅଭିଯୋଗ ହେଇଥିଲା !!-->!-->!-->…
ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଜିଆରଏସକୁ ୩ ବର୍ଷ ଜେଲ ୫ ହଜାର ଜରିମାନା…
ଫୁଲବାଣୀ: ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ବିଚାରପତି ସମରବିଳାସ ବେହେରା ଆଜି ଏକ ଲାଂଚ ନେବା ମାମଲାର ବିଚାରଣା କରି ମାମଲାର ଅଭିଯୁକ୍ତ ବୌଦ୍ଦ ଜିଲ୍ଲା କଣ୍ଟାମାଳ ବ୍ଳକ ଅନ୍ତର୍ଗତ ଘଣ୍ଟାପଡା ପଂଚାୟତର ଗ୍ରାମରୋଜଗାର ସେବକ ପାଣ୍ଡବ ମାହଲ (୪୩) କୁ ସରକାରୀ ଅର୍ଥ ଆତ୍ମସାତ!-->!-->!-->…
ଭିଜିଲାନ୍ସ ଜାଲରେ ସିନିୟର ଆସିଷ୍ଟାଣ୍ଟ କ୍ଲର୍କ…
ଅନୁଗୁଳ : ଭିଜିଲାନ୍ସ ଜାଲରେ ସିନିୟର ଆସିଷ୍ଟାଣ୍ଟ କ୍ଲର୍କ ନିତ୍ୟାନନ୍ଦ ଗାଇଗରିଆ । ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ କାବୁ କରିଥିଲା । ସୂଚନା ଅନୁସାରେ ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକରେ ପୂର୍ବରୁ ପିଅନ ଥିବା ପୂର୍ଣ୍ଣଚନ୍ଦ୍ର ଭୁକ୍ତା ଏବେ ଅନୁଗୁଳ!-->…
ଭଡ଼ା ଘରୁ ସାମ୍ବାଦିକଙ୍କ ମୃତଦେହ ଉଦ୍ଧାର
ବ୍ରହ୍ମପୁର: ଭଡ଼ା ଘରୁ ସାମ୍ବାଦିକଙ୍କ ମୃତଦେହ ଉଦ୍ଧାର । ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ରେଡିକା ସାହିର ଏକ ଭଡ଼ା ଘରୁ ମୃତଦେହ ମିଳିଛି। ମୃତକ ଗାଙ୍ଗପୁର ଥାନା ଖଇରପୁଟି ଗାଁର ଜଗନ୍ନାଥ ନାୟକ । ସେ ଏକ ଖବରକାଗଜରେ କାମ କରିବା ସହ ଏକ ଫାଷ୍ଟଫୁଡ୍ ଦୋକାନ କରିଥିଲେ।
ଗତ!-->!-->!-->…
ଅର୍ଚ୍ଚନା ନାଗଙ୍କୁ ମିଳିଲା ଜାମିନ…
ଭୁବନେଶ୍ବର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ କୁ ଆଜି ଜାମିନ ମିଳିଛି । ହାଇକୋର୍ଟ ଅର୍ଚ୍ଚନାଙ୍କୁ ଏହି ଜାମିନ ପ୍ରଦାନ କରିଛନ୍ତି । ଯାହାଫଳେ ଖୁବ୍ ଶୀଘ୍ର ଜେଲରୁ ମୁକୁଳି ପାରନ୍ତି ଅର୍ଚ୍ଚନା ନାଗ । ପୂର୍ବରୁ ୨ଟି ମାମଲାରେ ଅର୍ଚ୍ଚନାଙ୍କୁ ଜାମିନ ମିଳିସାରିଥିବାବେଳେ, ଏବେ ଆଉ ଗୋଟିଏ!-->…
୧୪ଟି ବୁଲେଟ ସମେତ ୨୩ଟି ଗାଡି ଜବତ, ୩ ଲୁଟେରା ଗିରଫ…
ଭୁବନେଶ୍ୱର: ପୋଲିସ୍ କବଜାରେ ଆନ୍ତଃରାଜ୍ୟ ବାଇକ ଲୁଟେରା ଗ୍ୟାଙ୍ଗ। ୩ ଲୁଟେରାଙ୍କୁ ଗିରଫ କଲା ଖଣ୍ଡଗିରି ପୋଲିସ୍ । ସେମାନଙ୍କ ନିକଟରୁ ୧୪ଟି ବୁଲେଟ ସମେତ ୨୩ଟି ବାଇକ ଜବତ ହୋଇଛି। ଗିରଫ ଲୁଟେରା ନୟାଗଡ଼ ଅଞ୍ଚଳର । ସେମାନଙ୍କ ଙ୍କ ଟାର୍ଗେଟରେ ଥିଲା ଦାମୀ ବାଇକ। ଓଡ଼ିଶା ସମେତ ଆନ୍ଧ୍ରର!-->…
ସ୍ତ୍ରୀର ତଣ୍ଟି ଚିପି ହତ୍ୟା ପରେ ଥାନାରେ ସ୍ୱାମୀର ଆତ୍ମସମର୍ପଣ…
କଣିହାଁ: ସ୍ତ୍ରୀର ତଣ୍ଟି ଚିପି ହତ୍ୟା ପରେ ଥାନାରେ ସ୍ୱାମୀର ଆତ୍ମ ସମର୍ପଣ । ଅନୁଗୋଳ ଜିଲ୍ଲା କଣିହାଁ ବ୍ଳକ ଅନ୍ତର୍ଗତ ରେଙ୍ଗାଳି ପ୍ରୋଜେକ୍ଟ ଫାଣ୍ଡି ଛକ ଅଞ୍ଚଳରେ ଘଟିଛି ଘଟଣା । ପାରିବାରିକ କଳହରୁ ଶରତ ଖୁଣ୍ଟିଆ ନାମକ ବ୍ୟକ୍ତି ନିଜ ସ୍ତ୍ରୀ ଇନ୍ଦିରା ଖୁଣ୍ଟିଆଙ୍କୁ ଗାମୁଛାରେ!-->…
ସମସ୍ତଙ୍କୁ ପର କରି ଜୀବନ ହାରିଲେ ପ୍ରଦୀପ
ପଟ୍ଟାମୁଣ୍ଡାଇ: ଘରର ସମସ୍ତ ସଦସ୍ୟଙ୍କ ଆଖିରେ ଲୁହ ଦେଇ ଅଫେରା ରାଇଜକୁ ଚାଲିଗଲେ ପ୍ରଦୀପ । ସବୁଦିନ ଭଳି ସେଦିନ ବି ଘରେ ଭଲରେ କଥା ହୋଇ ବାହାରକୁ ଯାଇଥିଲେ । କିନ୍ତୁ ହଠାତ ସକାଳେ ଘରକୁ ଖବର ଆସିଲା ପୁଅ ଜୀବନ ହାରି ଦେଇଛି । ଆଉ ଏକଥା ଶୁଣିବା ପରେ ଘର ଲୋକଙ୍କ ପାଦ ତଳୁ ମାଟି ଖସିଗଲା ।!-->…