ମେଡିକାଲ ଛାତରୁ ଖସିଲା କଂକ୍ରିଟ୍, ଅଳ୍ପକେ ବର୍ତ୍ତିଲେ ରୋଗୀ

add-all

ଆନନ୍ଦପୁର:  ଆନନ୍ଦପୁର ଉପଖଣ୍ଡ ମୁଖ୍ଯ ଚିକିତ୍ସାଳୟ ଠାରେ ଘଟିଛି ଅଘଟଣ। ମେଡିକାଲର ଓପିଡି ବିଭାଗରେ ଡାକ୍ତରଙ୍କୁ ଦେଖାଇବାକୁ ଅନେକ ରେଗୀ ଧାଡିରେ ରହିଥବା ସମୟରେ ହଠାତ୍ ଛାତରୁ କଂକ୍ରିଟ ଖସିବାରୁ ଜଣେ ରୋଗୀ ଆହତ ହୋଇଛନ୍ତି।

ତେବେ ସୋଭାଗ୍ଯ ବସତଃ ଅନ୍ୟ କାହାରି କିଛି କ୍ଷତି ହୋଇନାହିଁ। ତେବେ ନିମ୍ନମାନର କାମ ଯୋଗୁଁ ବାରମ୍ବାର ମେଡିକାଲରେ ଥିବା ବିଭିନ୍ନ ବିଭାଗର ରେ ଏଭଳି ଅବସ୍ତା ସୃଷ୍ଟି ହୋଇଛି। ଫଳରେ ଭୟରେ ଏଠାରେ କାରବାର କରୁଛନ୍ତି ଡାକ୍ତର, କର୍ମଚାରୀ, ରେଗୀ ଓ ସେମାନଙ୍କ ସମ୍ପର୍କିୟ।

ad-week
Leave A Reply

Your email address will not be published.