ମହାପ୍ରଭୁଙ୍କୁ ଦର୍ଶନ କଲେ ପ୍ରାଧାନମନ୍ତ୍ରୀଙ୍କ ଧର୍ମପତ୍ନୀ ଯଶୋଦା ବେନ ମୋଦି

add-all

ପୁରୀ:ମହାପ୍ରଭୁଙ୍କୁ ଦର୍ଶନ କଲେ ଯଶୋଦା ବେନ ମୋଦି।ପ୍ରାଧାନମନ୍ତ୍ରୀ ମୋଦିଙ୍କ ଧର୍ମପତ୍ନୀ 72ବର୍ଷୀୟ ଯଶୋଦା ବେନ ଆଜି ସପରିବାର ଜଗାଦର୍ଶନ କରିଛନ୍ତି ।ଯଶୋଦା ବେନଙ୍କ ସହ ତାଙ୍କ ଭାଇ,ପୁତୁରା ଓ ବାପଘର ପରିବାରବର୍ଗ ଥିଲେ ।

ଆଜି ନବମୀର ସନ୍ଧ୍ୟ୍ରା ଦର୍ଶନରେ ଆଡ଼ପ ମଣ୍ଡପରେ ଦର୍ଶନ କରିବା ପରେ ସେ ଭାବବିହ୍‌ଳ ହୋଇଥିଲେ ବୋଲି କୁହନ୍ତି ସୋୟତ ।ଶ୍ରୀମନ୍ଦିର ସିଂହଦ୍ୱାର ପଟେ ପ୍ରବେଶ କରି ନାକଚଣା ଦ୍ୱାର ପଟେ ବାହାରିବା ସମୟରେ ରଥ ସମ୍ମୁଖରେ ପୁରା ପରିବାର ସହ ଫୋଟୋ ମଧ୍ୟ ନେଇଛନ୍ତି ଯଶୋଦା ବେନ ।ପୂର୍ବରୁ ଅନ୍ଯ ସବୁ ଧାମ ପରିଦର୍ଶନ କରିସାରିଥିବା ଯଶୋଦା ପୁରୀଧାମରେ ଜନ୍ମବେଦୀରେ ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ଦର୍ଶନ କରିଛନ୍ତି ।

ad-week
Leave A Reply

Your email address will not be published.