କମିଲା ଜିଏସଟି ହାର : ଶସ୍ତା ହେବ ଇଲେକ୍ଟ୍ରୋନିକ ସାମଗ୍ରୀ

add-all

ନୂଆଦିଲ୍ଲୀ : ଅର୍ଥ ମନ୍ତ୍ରଣାଳୟ ମନ୍ତ୍ରାଳୟ ପକ୍ଷରୁ ଇଲେକ୍ଟ୍ରୋନିକ ସାମଗ୍ରୀ ଉପରେ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ହ୍ରାସ କରାଯାଇଛି। ଫ୍ୟାନ୍, କୁଲର, ଗିଜର ଇତ୍ୟାଦି ଉପରେ ଜିଏସଟି ୩୧.୩ ପ୍ରତିଶତରୁ ୧୮ ପ୍ରତିଶତକୁ ହ୍ରାସ କରାଯାଇଛି।

ଘରୋଇ ଉପକରଣରେ ମୋବାଇଲ ଫୋନ୍, ଏଲ୍ଇଡି ବଲ୍‌, ଟିଭି, ଫ୍ରିଜ୍ ସମେତ ମୋବାଇଲ ଫୋନ୍, ସ୍ମାର୍ଟ ଟିଭି, ଏଲ୍ଇଡି ବଲ, ଫ୍ରିଜ୍, ୟୁପିଏସ୍, ୱାସିଂ ମେସିନ୍ ଉପରେ ଜିଏସ୍‌ଟି ହ୍ରାସ କରାଯାଇଛି ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ଜିଏସ୍‌ଟି ହ୍ରାସ ହେବା ପରେ ମୋବାଇଲ ଫୋନ୍, ଟିଭି, ଫ୍ରିଜ୍ ସମେତ ଅନେକ ଘରୋଇ ଉପକରଣ ଏବେ ଶସ୍ତା ହେବ ବୋଲି ଜଣାପଡ଼ିଛି।

ad-week
Leave A Reply

Your email address will not be published.