ପାଣ୍ଡିଆନଙ୍କ ହାତରେ ବିଜେଡି ଟିକେଟ’: ପ୍ରଦୀପ ପୁରୋହିତ

add-all

ଭୁବନେଶ୍ୱର: 5T ସଚିବଙ୍କୁ ନେଇ ବିଜେପି ନେତା ପ୍ରଦୀପ ପୁରୋହିତଙ୍କ ବଡ଼ ମନ୍ତବ୍ୟ। କହିଲେ, ‘ବିଜେଡି ଆଉ ବିଜେଡି ହାତରେ ନାହିଁ, ବିଜେଡି 5T ସଚିବଙ୍କ ହାତକୁ ଚାଲିଗଲାଣି ବୋଲି ମୋର ସନ୍ଦେହ, ବିଜେଡିର ବଡ଼ ବଡ଼ ନେତା 5T ସଚିବଙ୍କୁ ନେଇ ଅସନ୍ତୁଷ୍ଟ ଅଛନ୍ତି |

ଅସନ୍ତୁଷ୍ଟ ଥିଲେ ବି ସେମାନେ ବାହାରେ କିଛି ପ୍ରକାଶ କରିପାରୁନାହାନ୍ତି, ସବୁ ବିଧାନସଭା ଓ ଲୋକସଭା ସାଧା ଟିକେଟ ପାଣ୍ଡିଆନଙ୍କ ହାତରେ ଅଛି, ସାଧା ଟିକେଟରେ ମୁଖ୍ୟମନ୍ତ୍ରୀ ଦସ୍ତଖତ କରିସାରିଛନ୍ତି, ଟିକେଟ ପାଣ୍ଡିଆନଙ୍କ ପାଖରେ ରହିଛି, ସେ ହିଁ ଟିକେଟ ବାଣ୍ଟିବେ।’

ad-week
Leave A Reply

Your email address will not be published.