କଂଗ୍ରେସର ଭ୍ରଷ୍ଟାଚାର ବିରୋଧୀ ରାଲି

add-all

ନନ୍ଦାହାଣ୍ଡି (୧୦/୦୭) : ଆଜି ନବରଙ୍ଗପୁର ଜ଼ିଲ୍ଲା ସଦରଠାରେ କଂଗ୍ରେସ କର୍ମୀ ମାନେ ଏକତ୍ରିତ ହୋଇ ଏକ ବିଶାଳକାୟ ରାଲି କରି ଶାସ୍ତ୍ରୀ ଭବନ ଠୁ ବାହାରି କଂଗ୍ରେସ ଭବନ ଯାଏ ବିଭିନ୍ନ ସ୍ଲୋଗାନ ଦେଇ ଭ୍ରଷ୍ଟାଚାର ବିରୋଧୀ ନାରା ଲଗାଇ କଂଗ୍ରେସ ଭଵନ ଠାରେ ପହଂଚି ନବରଙ୍ଗପୁର ବଞ୍ଚାଓ ଓ ଏଲକ୍ଟ୍ରି ବିଲ ନାରେ ଜନସାଧାରଣଙ୍କ ଠାରୁ ଅଧିକା ନେଉଛନ୍ତି ଠିକାଭିତ୍ତିକ କମ୍ପାନୀ | ଏହି ସବୁ ଅବଗତ କରାଇଥିଲେ ଜୟପୁର ର ଟାଣୁଆ ସଂଗ୍ରାମୀ କଂଗ୍ରେସ ମୁଖ୍ୟ ଶ୍ରୀ ତାରାପ୍ରସାଦ ବାହିନୀପତି ,ଭୁଜବଲ ମାଝି ଓ ଅନ୍ୟ ଅନ୍ୟ ବ୍ଲକର କଂଗ୍ରେସ କର୍ମୀମାନେ ଆଜିର ଏଇ ଆନ୍ଦୋଳନରେ ଯୋଗ ଦେଇ ଭ୍ରଷ୍ଟାଚାରର ମୁକ୍ତ ଶାସନ ଲାଗି ଜନସାଧାରଣଙ୍କୁ ପ୍ରତିଶ୍ରୁତି ଦେଇଥିଲେ |

ad-week
Leave A Reply

Your email address will not be published.