ରାଜଧାନୀ ଦିଲ୍ଲୀରେ ସ୍ବାଧୀନତା ଦିବସ ପୂର୍ବରୁ ସୁରକ୍ଷା କଡ଼ାକଡ଼ି

add-all

[ad_1]

delhi-3

ସ୍ବାଧୀନତା ଦିବସ ପୂର୍ବରୁ ରାଜଧାନୀ ଦିଲ୍ଲୀରେ ସୁରକ୍ଷା କଡ଼ାକଡ଼ି। ପୋଲିସ ପାଟ୍ରୋଲିଂ ସହ ଗାଡ଼ିମୋଟର ଯାଞ୍ଚକୁ ଜୋରଦାର କରାଯାଇଛି। ଟ୍ରାଫିକ ରୁଟ ପରିବର୍ତ୍ତନ କରାଯାଇଛି। ସଂବେଦନଶୀଳ ସ୍ଥାନ ଗୁଡ଼ିରେ ଅଧିକ ସଂଖ୍ୟାରେ ସୁରକ୍ଷକର୍ମୀ ମୁତୟନ ହୋଇଛନ୍ତି।

ଦିନକ ପରେ ଦେଶ ପାଳିବ ୭୬ତମ ସ୍ବାଧୀନତା ଦିବସ। ଲାଲ କିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ। ଏହି କାର୍ଯ୍ୟକ୍ରମରେ ସାରା ଦେଶରୁ ୧୮୦୦ ଅତିଥି ସାମିଲ ହେବେ।

[ad_2]

ad-week
Leave A Reply

Your email address will not be published.