ଫିରିଙ୍ଗିଆ ଥାନା ପୋଡ଼ି ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ – I Odisha

Independence

[ad_1]

phiringia-650x430

ଫୁଲବାଣୀ: ଫିରିଙ୍ଗିଆ ଥାନା ପୋଡ଼ି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି। ଫିରିଙ୍ଗିଆ ଥାନା ପୋଡ଼ି ଘଟଣାର ମୁଖ୍ୟ ଅଭିଯୁକ୍ତ ପୂର୍ବତନ ସରପଞ୍ଚ ବିଶ୍ବ ରଞ୍ଜନ କହଁରକୁ ଆଜି ଫୁଲବାଣୀ ପୁଲିସ ଗିରଫ କରିଛି। ଫୁଲବାଣୀ ସହରରୁ ବିଶ୍ବରଞ୍ଜନଙ୍କୁ ଗିରଫ କରାଯାଇଥିବା ପୁଲିସ ସୂଚନା ଦେଇଛି। ଥାନା ପୋଡ଼ି ଘଟଣାରେ ପୁଲିସ ଏବେ ସୁଦ୍ଧା ୨୪ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

 

[ad_2]

ad-week
Leave A Reply

Your email address will not be published.