ଗାଧୋଉଥିବା ବେଳେ ମହିଳାଙ୍କୁ ଟାଣି ନେଲା କୁମ୍ଭୀର, ମୁଣ୍ଡ ଓ ଗୋଡ଼ ବିହୀନ ମୃତଦେହ ଉଦ୍ଧାର ଓଡିଶା By nisarta Last updated Aug 16, 2023 102 0 ଯାଜପୁର: କୁମ୍ଭୀର ଆକ୍ରମଣରେ ମହିଳା ମୃତ। ଯାଜପୁର ବରୀ ବ୍ଲକ୍ ଅମଠପୁରରେ ମହିଳାଙ୍କୁ ଟାଣି ନେଲା କୁମ୍ଭୀର। ବିରୂପା ନଦୀରେ ଗାଧୋଉଥିବାବେଳେ କୁମ୍ଭୀର ଆକ୍ରମଣ କରିଥିଲା। ମୃତ ମହିଳା ପାଲଟପୁର ଗାଁର ଅନାମ ଜେନାଙ୍କ ସ୍ତ୍ର। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ମୁଣ୍ଡ ଓ ଗୋଡ଼ ବିହୀନ ମୃତଦେହ ଉଦ୍ଧାର କରିଥିଲା। Post navigation 0 102 Share
ଯାଜପୁର: କୁମ୍ଭୀର ଆକ୍ରମଣରେ ମହିଳା ମୃତ। ଯାଜପୁର ବରୀ ବ୍ଲକ୍ ଅମଠପୁରରେ ମହିଳାଙ୍କୁ ଟାଣି ନେଲା କୁମ୍ଭୀର। ବିରୂପା ନଦୀରେ ଗାଧୋଉଥିବାବେଳେ କୁମ୍ଭୀର ଆକ୍ରମଣ କରିଥିଲା। ମୃତ ମହିଳା ପାଲଟପୁର ଗାଁର ଅନାମ ଜେନାଙ୍କ ସ୍ତ୍ର। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ମୁଣ୍ଡ ଓ ଗୋଡ଼ ବିହୀନ ମୃତଦେହ ଉଦ୍ଧାର କରିଥିଲା। Post navigation