ରାଜଧାନୀରେ ହଜାରେ ପାର କଲା ଡେଂଗୁ ଆକ୍ରାନ୍ତଙ୍କ ସଂଖ୍ୟା… ଓଡିଶା By nisarta Last updated Aug 22, 2023 76 0 ଭୁବନେଶ୍ୱର : ରାଜଧାନୀରେ ହଜାରେ ପାର କଲା ଡେଂଗୁ ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ସୁଦ୍ଧା ମୋଟ ୧୩ଶହ ୧୪ଜଣ ଡେଂଗୁ ଆକ୍ରାନ୍ତ ହୋଇଛନ୍ତି । ବାହାର ରାଜ୍ୟରୁ ଆସି କ୍ୟାପିଟାଲ ହସ୍ପିଟାଲ ଡେଂଗୁ ୱାର୍ଡରେ ଚିକିତ୍ସିତ ହେଉଛନ୍ତି ରୋଗୀ । ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ହସ୍ପିଟାଲରେ ବେଡ୍ ଶେଷ ହୋଇଯାଇଛି। ଅନେକ ଆକ୍ରାନ୍ତ ତଳେ ଶୋଇଥିବାର ଦେଖିବାକୁ ମିଳିଛି। ସମସ୍ତେ ସଚେତନ ହେଲେ ଡେଙ୍ଗୁକୁ ଦୂରେଇ ହେବ ବୋଲି କହିଛନ୍ତି ମେୟର ସୁଲୋଚନା ଦାସ । Post Views: 6 Post navigation 0 76 Share
ଭୁବନେଶ୍ୱର : ରାଜଧାନୀରେ ହଜାରେ ପାର କଲା ଡେଂଗୁ ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ସୁଦ୍ଧା ମୋଟ ୧୩ଶହ ୧୪ଜଣ ଡେଂଗୁ ଆକ୍ରାନ୍ତ ହୋଇଛନ୍ତି । ବାହାର ରାଜ୍ୟରୁ ଆସି କ୍ୟାପିଟାଲ ହସ୍ପିଟାଲ ଡେଂଗୁ ୱାର୍ଡରେ ଚିକିତ୍ସିତ ହେଉଛନ୍ତି ରୋଗୀ । ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ହସ୍ପିଟାଲରେ ବେଡ୍ ଶେଷ ହୋଇଯାଇଛି। ଅନେକ ଆକ୍ରାନ୍ତ ତଳେ ଶୋଇଥିବାର ଦେଖିବାକୁ ମିଳିଛି। ସମସ୍ତେ ସଚେତନ ହେଲେ ଡେଙ୍ଗୁକୁ ଦୂରେଇ ହେବ ବୋଲି କହିଛନ୍ତି ମେୟର ସୁଲୋଚନା ଦାସ । Post Views: 6 Post navigation