ହିଞ୍ଜିଳିକାଟୁ କଲେଜ ରେ ରକ୍ତଦାନ ଶିବିର…

add-all


ହିଞ୍ଜିଳିକାଟୁ,୨୯।୮() ହିଞ୍ଜିଳିକାଟୁ ସ୍ୱୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟ ଓ ୟୁଥ ରେଡ କ୍ରସ ମିଳିତ ଆନୁକୂଲ୍ୟରେ ମଙ୍ଗଳବାର କଲେଜ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା l ରକ୍ତଦାନ ଶିବିରରେ ମୋଟ ୫୫ ଜଣ ରକ୍ତଦାତା ରକ୍ତଦାନ କରିଥିଲେ l କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧକ୍ଷା ଡ଼ ସ୍ୱସ୍ତିକା ପାଢ଼ୀ ଉଦଘାଟନ କରିଥିଲେ l ୟାଇଆରସି କାଉସିଲର ଡ଼ ସୁଜାତା ମହାପାତ୍ର, ଏନ୍ଏସଏସ ଅଫିସର ଅକ୍ଷୟ କୁମାର ପ୍ରଧାନ ଓ ସାଇଲକ୍ଷ୍ମୀ ଅମ୍ବାତି ପ୍ରମୁଖ ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ଡ଼ ପ୍ରଫୁଲ୍ଲ କୁମାର ରଥ, ଡ଼ ସୁଶୀଳ କୁମାର ପାଣିଗ୍ରାହୀ, ଡ଼ ବିନୋଦ ପାଢ଼ୀ, ଡ଼ ଅରୁଣ କୁମାର ଖଡ଼ଙ୍ଗାଙ୍କ ସମେତ ପୁରାତନ ଛାତ୍ର ବିପ୍ଳବ ସେଠୀ, ସୌମ୍ୟରଞ୍ଜନ ପଟ୍ଟନାୟକ, ମୁକେଶ ରାଉଳଙ୍କ ସମେତ ବହୁ ଛାତ୍ରଛାତ୍ରୀ ପରିଚାଳନା ରେ ସହଯୋଗ କରିଥିଲେ l

ad-week
Leave A Reply

Your email address will not be published.