ଟିକାବାଲି କଲେଜରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ…

add-all

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଟିକାବାଲି ଏ. ଏମ. ସି. ଏସ ମହାବିଦ୍ୟାଳୟ ରେ ଜାତୀୟ ସେବା ଯୋଜନା ତରଫରୁ ମୋ ମାଟି ମୋ ଦେଶ, କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି, ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି କହିଲେ ପ୍ରତ୍ୟେକ ଛାତ୍ରଛାତ୍ରୀ ଭିତରେ ଦେଶ ପ୍ରେମ, ମାଟି ପ୍ରତି ମମତା, ସ୍ନେହ ଜାତୀୟତା ଭାବ ରହିବା ଉଚିତ,କାର୍ଯ୍ୟକ୍ରମ କୁ ଅଧ୍ୟାପକ ନରେନ୍ଦ୍ର ଦିଗାଲ, ବିରୂପାକ୍ଷ ତ୍ରିପାଠୀ, ରତନ ଦିଗାଲ, ଜ୍ଞାନରଞ୍ଜନ ଭୋଇ, ଗିଦ୍ୟାନ ଦିଗାଲ, ବିକାଶ ମୁଖି, ମନୋଜ ଭୋଇ,ଅଧ୍ୟାପିକା ନିବେଦିତା ଭୋଇ, ଶିବାନୀ କଂହର, ରଶ୍ମିତା ପ୍ରଧାନ, ପ୍ରିୟଦର୍ଶିନୀ ପ୍ରଧାନ ଓ କର୍ମଚାରୀ ଉପସ୍ଥିତ ଥିଲେ, ପ୍ରୋଗ୍ରାମ ଅଫିସର ଚମ୍ପା ସୋରେନ ପରିଚାଳନା କରିଥିଲେ, ଛାତ୍ରଛାତ୍ରୀ ଦେଶ ପ୍ରେମ କୁ ନେଇ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ କରିଥିଲେ, ଛାତ୍ର ରୁଦ୍ରପ୍ରସାଦ ଜ୍ୟୋତି, ଅଞ୍ଜଳି,ସାଗର, ଦୀପକ, ଅନିମା ପରିଚାଳନାରେ ସହଯୋଗ କରିଥିଲେ,

ad-week
Leave A Reply

Your email address will not be published.