ପାଣ୍ଡିଆନଙ୍କୁ ରାଜନୈତିକ ମଇଦାନରେ ଆଣିବାକୁ ଗଳା ବାଟ ଖୋଜୁଛି ବିଜେଡି: ଗୋଲକ ମହାପାତ୍ର… ଓଡିଶା By nisarta Last updated Oct 25, 2023 148 0 ଭୁବନେଶ୍ବର: ପାଣ୍ଡିଆନଙ୍କୁ ରାଜନୈତିକ ମଇଦାନରେ ଏଣ୍ଟ୍ରି କରେଇବାକୁ ଗଳା ବାଟ ଖୋଜୁଛି ବିଜେଡି। ଏଭଳି ମନ୍ତବ୍ୟ ଦେଇଛନ୍ତି ରାଜ୍ୟ ବିଜେପି ଉପ ସଭାପତି ଗୋଲକ ମହାପାତ୍ର। ସେ କହିଛନ୍ତି, ବିଜୁ ଜନତା ଦଳରେ ପ୍ରବଳ ଅନ୍ତକନ୍ଦଳ ଥିବାରୁ ସେଥିପାଇଁ ବର୍ତ୍ତମାନ ଭି.କେ.ପାଣ୍ଡିଆନଙ୍କୁ ସିଧାସଳଖ ବିଜେଡିରେ ନ ମିଶାଇ ଗଳା ବାଟରେ ଆଣିବାକୁ ଯୋଜନା ହୋଇଛି। ବିଜେଡି ନେତାମାନଙ୍କର ବୟାନବାଜି ହେଉ କି ପୂର୍ବରୁ ବିଭିନ୍ନ କାର୍ଯ୍ୟକଳାପ ସେଇ ଦିଗରେ ସଙ୍କେତ ଦେଉଛି। ଆମେ କହୁଥିଲୁ ତାଙ୍କର ଯଦି ରାଜନୀତି କରିବାର ଅଛି ଚାକିରି ଛାଡ଼ନ୍ତୁ। ପୁଣି ତ ଚାକିରି କଲେଣି । ଯଦି ରାଜନୀତି କରିବାର କଥା ଥିଲା ସିଧାସଳଖ ତାଙ୍କ ଦଳରେ ପାଣ୍ଡିଆନ ମିଶି ପାରିଥାନ୍ତେ। ତେଣୁ ଏମିତି ଗଳା ବାଟରେ ଜରିଆରେ ରାଜନୀତିକୁ ଆସିବକୁ ଯୋଜନା କରାଯାଉଛି। Post navigation 0 148 Share
ଭୁବନେଶ୍ବର: ପାଣ୍ଡିଆନଙ୍କୁ ରାଜନୈତିକ ମଇଦାନରେ ଏଣ୍ଟ୍ରି କରେଇବାକୁ ଗଳା ବାଟ ଖୋଜୁଛି ବିଜେଡି। ଏଭଳି ମନ୍ତବ୍ୟ ଦେଇଛନ୍ତି ରାଜ୍ୟ ବିଜେପି ଉପ ସଭାପତି ଗୋଲକ ମହାପାତ୍ର। ସେ କହିଛନ୍ତି, ବିଜୁ ଜନତା ଦଳରେ ପ୍ରବଳ ଅନ୍ତକନ୍ଦଳ ଥିବାରୁ ସେଥିପାଇଁ ବର୍ତ୍ତମାନ ଭି.କେ.ପାଣ୍ଡିଆନଙ୍କୁ ସିଧାସଳଖ ବିଜେଡିରେ ନ ମିଶାଇ ଗଳା ବାଟରେ ଆଣିବାକୁ ଯୋଜନା ହୋଇଛି। ବିଜେଡି ନେତାମାନଙ୍କର ବୟାନବାଜି ହେଉ କି ପୂର୍ବରୁ ବିଭିନ୍ନ କାର୍ଯ୍ୟକଳାପ ସେଇ ଦିଗରେ ସଙ୍କେତ ଦେଉଛି। ଆମେ କହୁଥିଲୁ ତାଙ୍କର ଯଦି ରାଜନୀତି କରିବାର ଅଛି ଚାକିରି ଛାଡ଼ନ୍ତୁ। ପୁଣି ତ ଚାକିରି କଲେଣି । ଯଦି ରାଜନୀତି କରିବାର କଥା ଥିଲା ସିଧାସଳଖ ତାଙ୍କ ଦଳରେ ପାଣ୍ଡିଆନ ମିଶି ପାରିଥାନ୍ତେ। ତେଣୁ ଏମିତି ଗଳା ବାଟରେ ଜରିଆରେ ରାଜନୀତିକୁ ଆସିବକୁ ଯୋଜନା କରାଯାଉଛି। Post navigation