ପୁରୁଷୋତ୍ତମପୁର ଥାନା ସମ୍ମୁଖ ନାଳ ରେ ଏକ ଶିଶୁର ରକ୍ତାକ୍ତ ମୃତ ଦେହ ଉଦ୍ଧାର…

add-all

..
ପୁରୁଷୋତ୍ତମପୁର :୮-୧୧ ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ଥାନା ସମ୍ମୁଖରେ ଥିବା ନାଳ ରେ ନବଜାତ ଶିଶୁର ମୃତ ଦେହ ଠାବ । ଆଜି ସକାଳେ ପୁରୁଷୋତ୍ତମପୁର ଥାନା ସମ୍ମୁଖରେ ରେ ଥିବା ଏକ ନାଳ ରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏକ ଶିଶୁର ମୃତ ଦେହ ପଡିଥିବା ନେଇ ଚର୍ଚ୍ଚା ହେବା ପରେ ଲୋକଙ୍କ ଭିଡ଼ ଜମିଥିବା ଜଣା ପଡ଼ିଛି। କିଏ କେଉଁ ପରିସ୍ଥିତିରେ ଏହି ଶିଶୁ କୁ ନାଳରେ ଫିଙ୍ଗି ଚାଲି ଯାଇଛି। ନିକଟରେ ଥିବା ସିସି କେମେରା ଯାଞ୍ଚ କଲେ ଏହି ଶିଶୁ ର ମୃତ ର କାରଣ ସ୍ପଷ୍ଟ ହେବ।କେତେ ନିଷ୍ଟୁର ସେ ମାଆ ନିଜ ଜନ୍ମିତ ଶିଶୁ କୁ ଏକ ନାଳ ରେ ଫୋପାଡ଼ି ଚାଲିଯାଇଛି। ଯାହାକୁ ନେଇ ଲୋକ ନିନ୍ଦା କରୁଛନ୍ତି l ପୋଲିସ ଉକ୍ତ ଘଟଣା ର ତଦନ୍ତ କରୁଛି ଏବଂ ନିକଟରେ ଥିବା ସି ସି କେମେରା ଯାଞ୍ଚ କରୁ ଥିବା ଦେଖିବାକୁ ମିଳିଛି…

ad-week
Leave A Reply

Your email address will not be published.