ବଲ୍ଲଭ ଦାସଙ୍କୁ ଶ୍ରଦ୍ଧାଞ୍ଜଳୀ

add-all

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକର ଚାନ୍ଦିବାଉଁଶମୂଳ ପଞ୍ଚାୟତର ଵରିଷ୍ଠ ବିଜେଡି ନେତା ଵିଜୟ କୁମାର ଦାସଙ୍କ ବଡବାପା ସ୍ବର୍ଗତ ବଲ୍ଲଭ ଦାସଙ୍କର ଅକାଳ ବିୟୋଗ ଖବର ପାଇ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଅଶୋକ କୁମାର ପ୍ରତିହାରୀ ଏବଂ ଅଶୋକଭାଇ ଫ୍ୟାନକ୍ଲବର ଯୁବକମାନେ ସ୍ବର୍ଗତ ଦାସଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଅଶୋକଙ୍କର ଅଞ୍ଚଳରେ ଏପରି ଭଲପାଇବା ଏବଂ ଲୋକମାନଙ୍କର ସ୍ନେହମମତାରେ ବାନ୍ଧି ହୋଇଥିବା ତାଙ୍କୁ ଘଟଣ ଅଘଟଣରେ ନିଜକୁ ନିୟୋଜିତ ହେବାକୁ ବାଧ୍ୟ କରୁଛନ୍ତି।

ad-week
Leave A Reply

Your email address will not be published.