
ମାଲକାନଗିରି : ମାଲକାନଗିରିର ଜନଜାତୀୟ ମାନ୍ୟତା ପାଇଥିବା ଗଣପର୍ବ ମାଲ୍ୟବନ୍ତ ମହୋତ୍ସବ ଦୀର୍ଘ ଦିନ ବର୍ଷ ହେବ ପାଳିତ ହୋଇ ଆସୁଅଛି l ଜିଲ୍ଲାର ଲୁକାୟତ ପ୍ରତିଭା ତଥା ଜନଜାତୀୟ ଲୋକ କଳା ଏବଂ ହସ୍ତ ତନ୍ତର ପ୍ରସାର ଓ ପ୍ରଚାର କରିବା ମୂଳ ଉଦେଶ୍ୟ ରହିଥିବା ବେଳେ ଏହା ବହୁ ଆଡ଼ମ୍ବରରେ ଲଘୁପ୍ରିୟା ଭଳି ପ୍ରତ୍ୟୁୟମାନ ହେଉଅଛି l ମାଲ୍ୟବନ୍ତ ମହୋତ୍ସବ ଜିଲ୍ଲାରେ ବ୍ଲକ ସ୍ତରରୁ ଆରମ୍ଭ ହୋଇ ଏହା ସଦର ମହକୁମାରେ ୩ଦିନଧରି ପଦର୍ଶତ ହେବା ଓ ଦୁଇ ଦିନ ପଲିଶ୍ରୀମେଳାରେ ସମାପନ ହେଉଥିବା ବେଳେ ଏଥିରେ ଜିଲ୍ଲା ଅପେକ୍ଷା ଅନ୍ୟ ରାଜ୍ୟର ଜିଲ୍ଲା ଗୁଡିକର ହସ୍ତଶିଳ୍ପ ମାଲକାନଗିରି ର ଜନ ଜାତୀୟ ମାନ୍ୟତା ପାଇଥିବା ଗଣପର୍ବ ମାଲ୍ୟବନ୍ତ ମହୋତ୍ସବ ଦୀର୍ଘ ଦିନ ବର୍ଷ ହେବ ପାଳିତ ହୋଇ ଆସୁଅଛି l ଜିଲ୍ଲାର ଲୁକାୟତ ପ୍ରତିଭା ତଥା ଜନ ଜାତୀୟ ଲୋକ କଳା ଏବଂ ହସ୍ତ ତନ୍ତର ପ୍ରସାର ଓ ପ୍ରଚାର କରିବା ମୂଳ ଉଦେଶ୍ୟ ରହିଥିବା ବେଳେ ଏହା ବହୁ ଆଡ଼ମ୍ବରରେ ଲଘୁପ୍ରିୟା ଭଳି ପ୍ରତ୍ତ୍ୟମାନ ହେଉଅଛି l ଜିଲ୍ଲାରେ ବ୍ଲକ ସ୍ତର ରୁ ଆରମ୍ଭ ହୋଇ ଏହା ସଦର ମହକୁମାରେ ଦୀର୍ଘ ଦିନଧରି ପଦର୍ସିତ ଓ ଦୁଇ ଦିନରେ ପଲିଶ୍ରୀମେଳାରେ ସମାପନ ହୋଇଥିବା ବେଳେ ଏଥିରେ ଜିଲ୍ଲା ଅପେକ୍ଷା ଅନ୍ୟ ରାଜ୍ୟର ଜିଲ୍ଲା ଗୁଡିକର ହସ୍ତଶିଳ୍ପ ବ୍ୟବସାୟୀଙ୍କ ପ୍ରଭାବ ଅଧିକ ରହିଥାଏ l ପୂର୍ବରୁ ଜିଲ୍ଲାପ୍ରଶାସନ ମହୋତ୍ସବରେ ବ୍ୟବସାଇକ ଷ୍ଟଲ ଗୁଡିକ ପରିଚାଳନା ନିଜେ କରୁଥିବା ବେଳେ ବର୍ତମାନ ଓରମାସ ହାତକୁ ଚାଲିଯିବା ପରେ ସ୍ଥାନୀୟ ବ୍ୟବସାଇମାନେମାଲକାନଗିରି ର ଜନ ଜାତୀୟ ମାନ୍ୟତା ପାଇଥିବା ଗଣପର୍ବ ମାଲ୍ୟବନ୍ତ ମହୋତ୍ସବ ଦୀର୍ଘ ଦିନ ବର୍ଷ ହେବ ପାଳିତ ହୋଇ ଆସୁଅଛି l ଜିଲ୍ଲାର ଲୁକାୟତ ପ୍ରତିଭା ତଥା ଜନ ଜାତୀୟ ଲୋକ କଳା ଏବଂ ହସ୍ତ ତନ୍ତର ପ୍ରସାର ଓ ପ୍ରଚାର କରିବା ମୂଳ ଉଦେଶ୍ୟ ରହିଥିବା ବେଳେ ଏହା ବହୁ ଆଡ଼ମ୍ବରରେ ଲଘୁପ୍ରିୟା ଭଳି ପ୍ରତ୍ତ୍ୟମାନ ହେଉଅଛି l ଜିଲ୍ଲାରେ ବ୍ଲକ ସ୍ତର ରୁ ଆରମ୍ଭ ହୋଇ ଏହା ସଦର ମହକୁମାରେ ଦୀର୍ଘ ଦିନଧରି ପଦର୍ସିତ ଓ ଦୁଇ ଦିନରେ ପଲିଶ୍ରୀମେଳାରେ ସମାପନ ହୋଇଥିବା ବେଳେ ଏଥିରେ ଜିଲ୍ଲା ଅପେକ୍ଷା ଅନ୍ୟ ରାଜ୍ୟର ଜିଲ୍ଲା ଗୁଡିକର ହସ୍ତଶିଳ୍ପ ବ୍ୟବସାୟୀଙ୍କ ପ୍ରଭାବ ଅଧିକ ରହିଥାଏ l ପୂର୍ବରୁ ଜିଲ୍ଲାପ୍ରଶାସନ ମହୋତ୍ସବରେ ବ୍ୟବସାୟୀ ଷ୍ଟଲ ଗୁଡିକ ପରିଚାଳନା ନିଜେ କରୁଥିବା ବେଳେ ବର୍ତମାନ ଓରମାସ ହାତକୁ ଚାଲିଯିବା ପରେ ସ୍ଥାନୀୟ ବ୍ୟବସାୟୀ ପ୍ରଭାବ ଅଧିକ ରହିଥାଏ l ପୂର୍ବରୁ ଜିଲ୍ଲାପ୍ରଶାସନ ମହୋତ୍ସବରେ ବ୍ୟବସାୟୀ ଷ୍ଟଲଗୁଡ଼ିକ ର ମୂଲ୍ୟକମ ନିର୍ଧାରଣ କରୁଥିବା ବେଳେ ବର୍ତମାନ ଓରମାସ ହାତକୁ ଚାଲିଯିବା ପରେ ସ୍ଥାନୀୟ ଛୋଟ ବ୍ୟବସାୟୀ ମାନେ ଅଧିକ ଭଡାଯୋଗୁଁ ଦୋକାନ ଲଗାଇବା କଷ୍ଟକର ହୋଇପଡୁଛି । ସେହିଭଳି ଏହିଲୋକ ଉତ୍ସବର ବହୁଳ ପ୍ରଚାର ପ୍ରସାର କରିବା ପାଇଁ ଜିଲ୍ଲା ବାହାରର ପ୍ରମୁଖ ଜାଗାରେ ପୋଷ୍ଟର, ବ୍ୟାନର ଓ ମାଲକାନଗିରି କୁ ଆସୁଥିବା ଛତିଶଗଡ଼, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ରାଜ୍ୟର ପ୍ରତ୍ୟେକ କୋଣ ଅନୁକୋଣରୁ ଆସୁଥିବା ବସ ଗୁଡିକରେ ପୋଷ୍ଟର ଲଗାଇ ପ୍ରଚାର କରାଯିବାକୁ ପ୍ରସ୍ତାବ ପ୍ରତି ମାଲ୍ୟବନ୍ତ ମହୋତ୍ସବ ବୈଠକରେ ଆଲୋଚନା କରାଯାଉଥିବା ବେଳେ ତାହା କେବଳ ବୈଠକରେ ସୀମିତ ହୋଇରହିଯାଉଛି । ସେହି ଭଳି ସୋସିଆଲ ମିଡିଆରେ ପ୍ରଚାର ପ୍ରସାର କରିବାପାଇଁ କେବଳ ୟୁଟ୍ୟୁବ କୁ ଛାଡିଦେଲେ, ଫେସବୁକ, ଇଂସ୍ଟ।ଗ୍ରାମ ଭଳି ପ୍ଲାଟଫର୍ମ ଗୁଡିକରେ ଯାହା କିଞ୍ଚିତ ଦେଖିବାକୁ ମିଳୁଥିବାର ଦେଖାଯାଉଛି ।
କେଵଳ ଜିଲ୍ଲାର କେତେକ ଜାଗାରେ (ୱାଲ ପେଣ୍ଟକୁ) ଛାଡିଦେଲେ ଅନ୍ୟ କୌଣସି ଆଖିଦୃଶିଆ ପ୍ରଚାର ପ୍ରସାର ହୋଇପାରୁନାହିଁ। ମାତ୍ର ୧୨୦ କିମି ଦୂର କୋରାପୁଟ ଜିଲ୍ଲାର “ପରବ” ର ରାଜ୍ୟ ତଥା ଦେଶବି ଦେଶରେ ସୁଦୂର ପ୍ରଚାର ହେଉଥିବା ବେଳେ ଜିଲ୍ଲା ସଂସ୍କୃତି ବିଭାଗ କେବଳ ମୁଖ୍ୟଅତିଥି, ଅଭିନେତା,ଗାୟକ ଗାୟିକା, ନାଟ୍ୟକାରଙ୍କ ଆତିଥ୍ୟ ରେ ମହୋତ୍ସବ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବ୍ୟସ୍ତ ରହୁଥିବା ସାଧାରଣ ରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଥିବାବେଳେ ଆଗାମୀ ଦିନରେ ଏହାର କେତେଦୂର ପ୍ରସାର ହେବ ତାହା ଦେଖିବାକୁ ମାଲକାନଗିରି ଜିଲ୍ଲା ବାସୀ ଅପେକ୍ଷା କରିରହିଛନ୍ତି ।