ରତ୍ନଭଣ୍ଡାର ଚାବି ହଜିବା ମାମଲା, ବଡ଼ଦିନ ପରେ ହାଇକୋର୍ଟଙ୍କ ପରବର୍ତ୍ତୀ ଶୁଣାଣି… ଓଡିଶା By nisarta Last updated Dec 15, 2023 121 0 ହାଇକୋର୍ଟରେ ରତ୍ନଭଣ୍ଡାର ଚାବି ହଜିବା ମାମଲାରେ ବଡ଼ଦିନ ପରେ ପରବର୍ତ୍ତୀ ଶୁଣାଣି। ରାଜ୍ୟ ସରକାରଙ୍କ ପକ୍ଷରୁ ହୋଇପାରିନି ଜବାବ ଦାଖଲ। ଜବାବ ଦାଖଲ ପାଇଁ ଶେଷ ମହଲତ ଦେଇଛନ୍ତି ହାଇକୋର୍ଟ। ଶୁଣାଣି ପୂର୍ବରୁ ସତ୍ୟପାଠ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରତ୍ନଭଣ୍ଡାର ଚାବି ହଜିବା ପଛରେ କ’ଣ ରହିଛି କାରଣ। ତଦନ୍ତ କମିଶନ ରିପୋର୍ଟ ସମ୍ପର୍କରେ ଜବାବ ମାଗିଛନ୍ତି ହାଇକୋର୍ଟ। Post navigation 0 121 Share
ହାଇକୋର୍ଟରେ ରତ୍ନଭଣ୍ଡାର ଚାବି ହଜିବା ମାମଲାରେ ବଡ଼ଦିନ ପରେ ପରବର୍ତ୍ତୀ ଶୁଣାଣି। ରାଜ୍ୟ ସରକାରଙ୍କ ପକ୍ଷରୁ ହୋଇପାରିନି ଜବାବ ଦାଖଲ। ଜବାବ ଦାଖଲ ପାଇଁ ଶେଷ ମହଲତ ଦେଇଛନ୍ତି ହାଇକୋର୍ଟ। ଶୁଣାଣି ପୂର୍ବରୁ ସତ୍ୟପାଠ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରତ୍ନଭଣ୍ଡାର ଚାବି ହଜିବା ପଛରେ କ’ଣ ରହିଛି କାରଣ। ତଦନ୍ତ କମିଶନ ରିପୋର୍ଟ ସମ୍ପର୍କରେ ଜବାବ ମାଗିଛନ୍ତି ହାଇକୋର୍ଟ। Post navigation