ପୁଣି ମାଞ୍ଜା ସୂତାରେ କଟିଲା ବେକ… ଓଡିଶା By nisarta Last updated Jan 16, 2024 119 0 କଟକ : ପୁଣି ମାଞ୍ଜା ସୂତାରେ କଟିଲା ବେକ । ଆଜି କଟକ ବାଲିକୁଦା ଅଞ୍ଚଳରେ ମାଞ୍ଜା ସୂତା ଲାଗି ଜଣେ ଆହତ ହୋଇଛନ୍ତି। ଭୁବନେଶ୍ଵରରୁ କଟକ ଫେରିଲା ବାଟରେ ବାଲିକୁଦାଠାରେ ପ୍ଲାଷ୍ଟିକ ସୂତା ବେକରେ ଲାଗିଯାଇଥିଲା। ଗତକାଲି ମଧ୍ୟ କଟକ ସଦର ଥାନା ବାଲିକୁଦା ଅଞ୍ଚଳର ଜାତୀୟ ରାଜପଥରେ ବାଇକ ଚାଳକଙ୍କ ହାତ ଆଙ୍ଗୁଠିରେ ଘଷି ହେଇଥିଲା ଗୁଡିସୂତା। ସାମାନ୍ୟ ଆହତ ହେଇଥିଲେ ପଥଚାରୀ। Post navigation 0 119 Share
କଟକ : ପୁଣି ମାଞ୍ଜା ସୂତାରେ କଟିଲା ବେକ । ଆଜି କଟକ ବାଲିକୁଦା ଅଞ୍ଚଳରେ ମାଞ୍ଜା ସୂତା ଲାଗି ଜଣେ ଆହତ ହୋଇଛନ୍ତି। ଭୁବନେଶ୍ଵରରୁ କଟକ ଫେରିଲା ବାଟରେ ବାଲିକୁଦାଠାରେ ପ୍ଲାଷ୍ଟିକ ସୂତା ବେକରେ ଲାଗିଯାଇଥିଲା। ଗତକାଲି ମଧ୍ୟ କଟକ ସଦର ଥାନା ବାଲିକୁଦା ଅଞ୍ଚଳର ଜାତୀୟ ରାଜପଥରେ ବାଇକ ଚାଳକଙ୍କ ହାତ ଆଙ୍ଗୁଠିରେ ଘଷି ହେଇଥିଲା ଗୁଡିସୂତା। ସାମାନ୍ୟ ଆହତ ହେଇଥିଲେ ପଥଚାରୀ। Post navigation