ନୂଆଦିଲ୍ଲୀ : ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଇଡିଙ୍କ ବିରୋଧରେ ଆଣିଲେ ଅଭିଯୋଗ । ଅନୁସୂଚିତ ଜାତି ଓ ଜନଜାତି ଅତ୍ୟାଚାର ନିବାରଣ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଏହି ଅଭିଯୋଗ ଆଣିଛନ୍ତି । ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଇଡି ଅଧିକାରୀମାନେ ନିର୍ଯାତନା ଦେଉଛନ୍ତି। ହେମନ୍ତ ସୋରେନ କିଛି ଘଣ୍ଟା ପାଇଁ ଦିଲ୍ଲୀରେ ଥିଲେ। ସେ କିଛି ଅଭିଯୋଗ ପାଇଁ ଦିଲ୍ଲୀ ଯାଇଥିବା ବେଳେ ଇଡି ଅଧିକାରୀମାନେ ତାଙ୍କ ଘରକୁ କାହିଁକି ଆସିଥିଲେ ବୋଲି ସେ ଏକ ଅଭିଯୋଗ କରିଥିଲେ।
