ନିଖିଳ ଉତ୍କଳ କୃମି କ୍ଷତ୍ରୀୟ ସଂସ୍ଥା ନିର୍ବାଚିତ: ବିପ୍ର ବଳିଆର ସିଂ ସଭାପତି ନିର୍ବାଚିତ…

add-all

ଓଡ଼ଗାଁ : ନିଖିଳ ଉତ୍କଳ କୃମି କ୍ଷତ୍ରୀୟ ସଂସ୍ଥା ଭୁବନେଶ୍ୱର ଅଞ୍ଚଳ ପାଇଁ ନୂତନ କର୍ମକର୍ତ୍ତା ମାନେ ଆଗାମୀ ୫ବର୍ଷ ପାଇଁ ନିର୍ବାଚିତ ହୋଇଛନ୍ତି । ସଭାପତି ବିପ୍ର ବଳିଆର ସିଂ, ଉପସଭାପତି ସସ୍ମିତା ସେନାପତି, ସମ୍ପାଦକ ମହେଶ୍ୱର ପ୍ରଧାନ, ସହ ସମ୍ପାଦକ ବସନ୍ତ କୁମାର ପ୍ରଧାନ, କୋଷାଧ୍ୟକ୍ଷ ଭଗ୍ୟଲତା ପ୍ରଧାନ, ପ୍ରଦେଶ ସଭ୍ୟ ଲିଙ୍ଗରାଜ ନାୟକ, ମୃତ୍ୟୁଞ୍ଜୟ ପ୍ରଧାନ, ଅଜିତ କୁମାର ପ୍ରଧାନ, ସଂଗଠକ ସମ୍ପାଦକ ପ୍ରଫୁଲ୍ଲ କୁମାର ପ୍ରଧାନ ପ୍ରମୁଖ ଅପ୍ରତିଦ୍ଵନ୍ଦୀ ଭାବେ ନିର୍ବାଚିତ ହୋଇଥିଲେ। ମୂଳାପଡ଼ା ଏକାମ୍ର ବିଦ୍ୟାଳୟ ଠାରେ ଆୟୋଜିତ ଏହି ନିର୍ବାଚନ ସମ୍ବିଧାନ ନିୟମ ୩୧ଅନୁଯାୟୀ ହୋଇଥିଲା ।

ad-week
Leave A Reply

Your email address will not be published.