ବରିଷ୍ଠ କଂଗ୍ରେସ ନେତା ଗୌରୀଶଙ୍କର ପ୍ରଧାନିଙ୍କ ଲାଗି ଶୋକଶୋଭା

add-all

ଆର,ଉଦୟଗିରି : ସୋମବାର ଦିନ 11:00 ଘଣ୍ଟା ସମୟରେ କଣ୍ଟେଇକୋଳି ଠାରେ ମୋହନା ବ୍ଲକ କଂଗ୍ରେସ ପରିବାର ତରଫରୁ ମୋହନା ନିର୍ବାଚନ ମଣ୍ଡଳୀର 3 ଜଣ MLA ଆଶାୟୀ ପ୍ରାର୍ଥୀ/ପ୍ରାର୍ଥୀନୀ (1) ବାଳକୃଷ୍ଣ ମଲିକ(2) ରେଜିନା ପ୍ରଧାନ (3) ରୀନା ପ୍ରଧାନଙ୍କ ଉପସ୍ଥିତିରେ ସ୍ବର୍ଗତ ଗୌରୀଶଙ୍କର ପ୍ରଧାନୀଙ୍କ ଆତ୍ମାର ଶାନ୍ତି ନିମନ୍ତେ ଏକ ଶୋକସଭା ଅନୁଷ୍ଠିତ କରାଯାଇଥିଲା।ଉକ୍ତ ଶୋକସଭାରେ ଭେଟରାନ ଲିଡେର ଶଙ୍କର ପ୍ରଧାନ, ଜାକବ ମାଝୀ,ସୁଦର୍ଶନ ପଣ୍ଡା,ମୋଫିଏଲ ସ୍ୱାଲସିଂ, Aicc district secretary ବିଜିତ ସାମଲ ,ମୁନା ଭାଇ, ମଧୁ ମାଝୀ, ହରିଚନ୍ଦନ ବେହେରା, ଚିତ୍ତରଞ୍ଜନ ନାୟକ, ମଇଜ ମାଝୀ, ସୁକୁ ଗମାଙ୍ଗ, ପ୍ରବଞ୍ଜନ ବିର, ସୁଶୀଳ ମାଝୀ,ଲକ୍ଷ୍ମଣ ବଳିଆର ସିଂ, ରମେଶ ବିଶାୟୀ,ହରପ୍ରସାଦ ମିଶ୍ର, କୈଳାସ ରଇତ,ମିନତୀ ଗମାଙ୍ଗ,ରମେଶ ମାଝୀ, ସାଗର ବଳିଆର ସିଂ ଏବଂ ବହୁ କର୍ମୀ ଯୋଗ ଦେଇଥିଲେ।

ad-week
Leave A Reply

Your email address will not be published.