
ମାଲକାନଗିରି : ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଆଜି ଜିଲ୍ଲାର କାଲିମେଳା ବ୍ଲକ ଅନ୍ତର୍ଗତ ନାଲାଗୁଣ୍ଠି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସଂଘର କା ର୍ଯ୍ୟକାରୀ ସଭାପତି ଅଶୋକ ମିଶ୍ରଙ୍କ ସଭାପତିତ୍ୱରେ ଉତ୍କଳ ଦିବସ ପାଳନ ସହ ଓଡିଆ ସଂସ୍କୃତିକୁ ବଂଚାଇ ରଖିବା ଉଦ୍ଦେଶ୍ୟରେ ବକୃତା ପ୍ରତି ଯୋଗିତାର ଆୟୋଜନ କରା ଯାଇଥିଲ।। ଏହି ଅବସରରେ ମୁଖ୍ୟ ଅତିଥି ଭାବେ କାଲିମେଳା ବ୍ଲକ ଶିକ୍ଷାଧିକାରୀ ଅଶୋଭ ରଞ୍ଜନ ମାଳି ଯୋଗ ଦେଇ ଆଜିର ଦିବସ ସମ୍ବନ୍ଧରେ ଉଦ୍ୱୋଧନ ଦେଇଥିଲୋ ଏଥିସହ ଓଡିଶା ପ୍ରଦେଶ ଗଠନର ଇତିହାସ ଏବଂ ଏଥିପାଇଁ ପ୍ରାଣମୁର୍ଛା ଉଦ୍ୟମ କରିଥିବା ମହାପୁରୁଷମାନଙ୍କ ସଂଗ୍ରାମ ବିଷୟରେ ସେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲୋ ସେହିପରି ଏହି କା ର୍ଯ୍ୟକ୍ରମରେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଅନିମେଷ ମଣ୍ଡଳ ଯୋଗ ଦେଇ ଉତ୍କଳମାତାର ସନ୍ତାନ ହୋଇ ସେ ନିଜକୁ ଗର୍ୱ ମନେ କରୁଥିବା ପ୍ରକାଶ କରିଥିଲୋ ବିଭିନ୍ନ ଭାଷା ଓ ସଂସ୍କୃତିର ଲୋକେ ଏହି ଉତ୍କଳ ପ୍ରଦେଶରେ ସ୍ୱାଧୀନତାର ସହ ବଂଚୁଥିବା ବେଳେ ଭାଷା ଓ ସଂସ୍କୃତିକୁ ବାଦ ଦେଇ ଏହି ଉତ୍କଳମାତା ସମସ୍ତଙ୍କୁ ନିଜର କରି ରଖିଛି ବୋଲି ସେ ଅଭିଭାଷଣ ପ୍ରଦାନ କରିଥିଲୋ ଏହି ଉପଲ କ୍ଷେ ଅନୁଷ୍ଠିତ ହୋଇଥିବା ବକୃତା ପ୍ରତି ଯୋଗିତାରେ ୨୦ରୁ ଉର୍ଧ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲୋ ସେମାନଙ୍କ ମଧ୍ୟରେ ଏହି ପ୍ରତି ଯୋଗିତାରେ କନିଷ୍ଠ ବର୍ଗ ଓ ବରିଷ୍ଠ ବର୍ଗରେ ୬ ଜଣ ଛାତ୍ରଛାତ୍ରୀ କୃତିତ୍ୱ ହାସଲ କରିଥିଲୋ ଏହି କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ସହ ଟ୍ରଫି ପ୍ରଦାନ କରା ଯାଇଥିଲ।।
ସେହିପରି ପ୍ରତି ଯୋଗିତାରେ ଅଂଶଗ୍ରହଣ କରିଥଇବା ଅନ୍ୟ ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ମାନପତ୍ର ପ୍ରଦାନ କରି ଉତ୍ସାହିତ କରା ଯାଇଥିଲ।। ଆଜିର ଏହି କାର୍ଯ୍ୟକ୍ରମକୁ କାଲିମେଳା ବ୍ଲକ କଲୋନୀ ବିଦ୍ୟାଳୟର ସହକାରୀ ଶିକ୍ଷକ ଧୃବଚରଣ ନାୟକ ପରିଚାଳନା କରିଥିଲୋ କା ର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଚିନ୍ତାହରଣ ମଧୁ, ନାଲାଗୁଣ୍ଠି ସରପଂଚ ସୁକାନ୍ତି ମାଡି, ସମିତିସଭ୍ୟ ବିଦ୍ୟା ମାଡକାମି, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଦୁଲା ପଡିଆମି, ଗ୍ରାମ ମୁଖିଆ କାନା ମାଡି, ସିଆରସିସି ନିଶିକାନ୍ତ ଅଧିକାରୀ, ପ୍ରଧାନ ଶି କ୍ଷକ ପ୍ରଦୀପ କୁମାର ତାପାଲି, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଜବାନପାଲ୍ଲୀ ଉଚ୍ଚ ବିଦ୍ୟାଳୟ ଶିକ୍ଷକ ନବକିଶୋର ମଲିକ, ଶିକ୍ଷକ ଦାମୋଦର ଡୁରୁକା, ଅଭୟ କୁମାର ମହାରଣା, ପିତାମ୍ବର ବରାଳ, ଭବାନୀ ଶଙ୍କର ଧଳ, ମାନସରଂଜନ ସେଠି, ରାଜେନଗୁଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀକାନ୍ତ ପାଢି ପ୍ରମୁଖ ଉପସ୍ଥିତ ଥିଲୋ ସେହିପରି ଉତ୍କଳ ସାମ୍ବାଦିକ ସଂଘର ସମ୍ପାଦକ ଶ୍ରୀନିବାସ ପାତ୍ର, ଜିଲ୍ଲା କୋଷାଧ୍ୟକ୍ଷ ହୃସିକେଷ ସେଠି, ବସନ୍ତ କୁମାର ଜେନା, ମୃନାଲ ମଣ୍ଡଳ, ବିଦ୍ୟୁତ୍ ବୈରାଗୀ, ସୌରଭ ମଣ୍ଡଳ, ରାଜେଶ ଓଝା, ଭିକି ବାରିକ, ପ୍ରଭାତ ସାହା, ବୁଧଦେବ ମଣ୍ଡଳ, ସାମ୍ବାଦିକ ଆଶିଷ ବାଇନ, ଆଜାରୁଦିନ, ସନ୍ତୋଷ ପ୍ରଧାନ, ଶିଭ ସାହୁ, ଅମଳ ମଣ୍ଡଳ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହ ଯୋଗ କରିଥିଲେ ।