ସପ୍ତଦୀପା ସାହିତ୍ୟ ସଂସଦର ସାରସ୍ୱତ ସମାରୋହ

add-all

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉପଖଣ୍ଡ ଜଗନ୍ନାଥପାଲିରେ ସପ୍ତଦୀପା ସାହିତ୍ୟ ସଂସଦର ୧୧୫ତମ ଭ୍ରମ୍ୟମାଣ ସାରସ୍ୱତ ସମାରୋହ ଅନୁଷ୍ଠିତ ହୋଇଯାଇଛି | ସଂସଦ ସ୍ଥାୟୀ ସଭାପତି ଦ୍ବିତୀକୃଷ୍ଣ ପଣ୍ଡାଙ୍କ ସଭାପତିତ୍ୱରେ ଅଯୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ କବି ଯୋଗୀନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ ଳ ନ କରି ଥଲେ |

କବି ଯୁଗଳ କିଶୋର ମିଶ୍ର ପ୍ରାରମ୍ଭିକ ସୂଚନା ଦେଇଥିବାବେଳେ କବି ଅକୁର ହୋତା ସ୍ୱାଗତ ଅଭିଭାଷଣ ପ୍ରଦାନ କରି ଥିଲେ | କବି ଡ଼କ୍ଟର ଅନିରୁଦ୍ଧ କୁର କୁରିଆ, ତନଜୟଵାଲା ମିଶ୍ର, ବଳରାମ ଦାସ, ତ୍ରିପୁରାରି ମହାକୁର, ପ୍ରଲ୍ଲାଦ ନାଏକ, କିଶୋର ହୋତା, ସତ୍ୟ ଚାନ୍ଦ, ଧର୍ମ କୁମାର ଶତପଥି, ସୁବ୍ରତ କୁମାର ପଣ୍ଡା, ରାଧେଶ୍ୟାମ ମିଶ୍ର, ଶୁଭେନ୍ଦୁ ମେହେର, ଯୁଧିଷ୍ଠିର ଖମାରୀ, ଆନନ୍ଦ ପ୍ରଧାନ, ଦିଲ୍ଲୀପ ତ୍ରିପାଠୀ କାହ୍ନୁ ଚରଣ ନାୟକ, ହୃଷିକେଶ ଦାସ, ଦ୍ୱିତୀକୃଷ୍ଣ ପଣ୍ଡା ପ୍ରମୁଖ ସ୍ୱରଚିତ କବିତା ପାଠ କରି ଥିଲେ |

କବି ଲଷ୍ମୀ ନାରୟଣ ସାହୁ କାର୍ଯ୍ୟମ ସଂଯୋଜନା କରିଥଲେ |

ad-week
Leave A Reply

Your email address will not be published.