ଅସହ୍ୟ ଗ୍ରୀଷ୍ମ ପ୍ରବାହରେ କୋଲ୍ଡ ଡ୍ରିଂକ୍ସ ବଣ୍ଟନ

add-all

ଫୁଲବାଣୀ : ଆଜିର ତାପମାତ୍ରା ଗତକାଲିର ଥିବା ୪୩.୫ ଡିଗ୍ରୀ ତାପମାତ୍ରା ଠାରୁ ଅଧିକ ପରି ଜଣା ପଡୁଚି l ଏପରି ସମୟରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସ୍ଥାନେ ସ୍ଥାନେ ଜଳଛତ୍ର ଖୋଲିଥିବା ବେଳେ ଏହି ପରିପ୍ରେକ୍ଷୀ ରେ ଶ୍ରୀ ଶ୍ରୀ ମା ନାରାୟଣୀ ଠାକୁରାଣୀ ଯାତ୍ରା ପଡିଆ ଠାରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଖାତିର ନକରି ମାଁଙ୍କ ଅର୍ନ୍ନ ଭୋଗ ପାଇଵା ନିମନ୍ତେ ଅପେକ୍ଷା ରତ ଥିବା ସର୍ବସାଧାରଣଙ୍କୁ ପ୍ରଶାନ୍ତ ସେନାପତି ନାମକ ଜଣେ ଯୁବ ବ୍ୟବସାୟୀ ତଥା ସମାଜସେବୀ ଥମସ ଅପ୍,ସ୍ପାଇଟ୍, ମାଯା ଇତ୍ୟାଦି ତିନି ସହ ଏମ ଏଲର ପ୍ଲାଷ୍ଟିକ ବୋତଲ କୋଲ୍ଡ ଡ୍ରିଂକ୍ସ ବଣ୍ଟନ କରି ଚର୍ଚ୍ଚିତ ହୋଇଛନ୍ତି l ଏଥି ସହିତ ସେ ମାଆଙ୍କ ଭକ୍ତ ହୋଇଥିବାରୁ ଚଳିତ ଯାତ୍ରା ରେ ସକାଳର ବାଳ ଭୋଗ ପ୍ରାୟତଃ ମାଙ୍କ ନିକଟରେ ଲାଗୁ କରାଇଥାନ୍ତି l

ad-week
Leave A Reply

Your email address will not be published.