ପିଏମ୍‌ ସୂର୍ଯ୍ୟଘର ଯୋଜନାରେ ମିଳିବ ୭୮ ହଜାରର ସହାୟତା

add-all

ଭୁବନେଶ୍ୱର: ପିଏମ୍‌ ସୂର୍ଯ୍ୟଘର ଯୋଜନାରେ ମିଳିବ ୭୮ ହଜାରର ସହାୟତା । ଆଜି ବିଧାନସଭାର ତୃତୀୟ ଦିନରେ ବିଧାୟକ ଗଣେଶ୍ବର ବେହେରାଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି ଶକ୍ତିମନ୍ତ୍ରୀ କେଭି ସିଂଦେଓ।

ମନ୍ତ୍ରୀ କହିଛନ୍ତି ଯ, ପିଏମ୍‌ ସୂର୍ଯ୍ୟଘର ଯୋଜନାରେ ସୌରଶକ୍ତି ଦ୍ବାରା ବିଜୁଳି ମିଳିବ। ୩ କିଲୋୱାଟ ପର୍ଯ୍ୟନ୍ତ ସୋଲାର ପ୍ଲାଣ୍ଟ ସ୍ଥାପନ ପାଇଁ ସହାୟତା ମିଳିବ। ସୋଲାର ପ୍ଲାଣ୍ଟ ପାଇଁ ୭୮ ହଜାର ଟଙ୍କାର କେନ୍ଦ୍ରୀୟ ସହାୟତା ବ୍ୟବସ୍ଥା ରହିଛି। ଏଥିରେ ଉପଭୋକ୍ତା ମାସିକ ୩ଶହ ୟୁନିଟ ବିଦ୍ୟୁତ ଉପଯୋଗ କରିପାରିବେ ବୋଲି କହିଛନ୍ତି ଶକ୍ତି ମନ୍ତ୍ରୀ କେଭି ସିଂଦେଓ।

ad-week
Leave A Reply

Your email address will not be published.