ଭାଙ୍ଗିଥିବା ଲୋକଙ୍କୁ ପକ୍କା ଘର, ଫସଲ କ୍ଷୟକ୍ଷତି ଆକଳନ 7 ଦିନ ଭିତରେ : ରାଜସ୍ବ ମନ୍ତ୍ରୀ

add-all

ଭୁବନେଶ୍ୱର :  ବିପର୍ଯୟ ପରିଚାଳନା ମନ୍ତ୍ରୀ ଭାବେ ମୋ ଦାୟିତ୍ୱ । ନିଆରା ଅନୁଭୂତି ମୋ ପାଇଁ । ସମସ୍ତଙ୍କ ସହ ବୈଠକ କରିଛି । ଓଡ଼ିଶା ବାସୀଙ୍କ ବିଜୟ ହେଲା । ରାସ୍ତା ସଫା ସରିଲାଣି ।  କିଛି ଜାଗାରେ ତାର ଛିଣ୍ଡିଯିବା ଯୋଗୁ ବିଦ୍ୟୁତ ବ୍ୟାହତ ହେଇଛି । ସୂର୍ଯ୍ୟାସ୍ତ ପୂର୍ବରୁ ବିଦ୍ୟୁତ ସଂଯୋଗ ହେବ ।  1600 ମା’ମାନେ ପ୍ରସବ କଲେ । 13 ଜଣ ଯାଆଁଳା ଶିଶୁ ଜନ୍ମ ହୋଇଛନ୍ତି। 6 ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି।

ଆଶା ଦିଦି ଶ୍ରାବଣୀର କାର୍ଯ୍ୟକୁ ପ୍ରଶଂସା କଲେ ରାଜସ୍ବ ମନ୍ତ୍ରୀ । ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରଶଂସା କଲେ ମନ୍ତ୍ରୀ । ଦାନାର ଅର୍ଥ ଦୟା ବାତ୍ୟା ଓଡ଼ିଶା ପ୍ରତି ସମ୍ବେଦନଶିଳ ଥିଲା ।  ଆସନ୍ତକାଲି କ୍ଷେତ୍ର ପରିଦର୍ଶନ କରାଯିବ ।  26 ତାରିଖରେ ଫିଲଡ଼ ଷ୍ଟାଫ କ୍ଷୟ କ୍ଷତି ଆକଳନ କରିବେ ।

ଫସଲ ଓ ଘର କ୍ଷୟକ୍ଷତି ଆକଳନ 7 ଦିନ ଭିତରେ ହେବ ।  ଭାଙ୍ଗିଥିବା ଲୋକଙ୍କୁ ପକ୍କା ଘର ଦେବା ପାଇଁ ନିଷ୍ପତ୍ତି ହୋଇଛି । ଆସନ୍ତାକାଲି ଏରିୟଲ ଭାବେ ପ୍ରାଥମିକ ଆକଳନ କରାଯିବ । ଭଦ୍ରକ ଓ କେନ୍ଦ୍ରାପଡ଼ା ବିଶେଷ ପ୍ରଭାବିତ ହୋଇଛି । ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ କ୍ଷୟକ୍ଷତି ନେଇ ସମୀକ୍ଷା କରିବେ ।

ବିପର୍ଯୟ ପରିଚାଳନା ମନ୍ତ୍ରୀ ଭାବେ ମୋ ଦାୟିତ୍ୱ। ନିଆରା ଅନୁଭୂତି ମୋ ପାଇଁ। ସମସ୍ତଙ୍କ ସହ ବୈଠକ କରିଛି।ଓଡ଼ିଶା ବାସୀଙ୍କ ବିଜୟ ହେଲା। ରାସ୍ତା ସଫା ସରିଲାଣି। କିଛି ଜାଗାରେ ତାର ଛିଣ୍ଡିଯିବା ଯୋଗୁ ବିଦ୍ୟୁତ ବ୍ୟାହତ ହେଇଛି। ସୂର୍ଯ୍ୟାସ୍ତ ପୂର୍ବରୁ ବିଦ୍ୟୁତ ସଂଯୋଗ ହେବ।

ad-week
Leave A Reply

Your email address will not be published.