ପଶ୍ଚିମବଙ୍ଗରେ ଥିବା ବାଘୁଣୀ ଜିନତ ଓଡ଼ିଶା ଫେରିବ

add-all

ବାରିପଦା: ପଶ୍ଚିମବଙ୍ଗରେ ଥିବା ବାଘୁଣୀ ଜିନତ ଓଡ଼ିଶା ଫେରିବ ବୋଲି ସୂଚନା ମିଳିଛି। ତାକୁ ଟ୍ରାଙ୍କୁଲାଇଜ୍ କରି ପୁଣି ଶିମିପାଳକୁ ଅଣାଯିବ ବୋଲି ବାରିପଦା ଆରସିସିଏଫ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବାଘୁଣୀ ଜିନତର ସ୍ୱାସ୍ଥ୍ୟାବସ୍ଥା ଠିକ୍ ଅଛି। ତାର ଗତିବିଧି ଉପରେ ଓଡ଼ିଶା ଓ ପଶ୍ଚିମବଙ୍ଗ ବନ ବିଭାଗ ନଜର ରଖିଛନ୍ତି। 

ବାଘୁଣୀ ଜିନତର ସ୍ୱାସ୍ଥ୍ୟାବସ୍ଥା ଠିକ୍ ଅଛି। ତାର ଗତିବିଧି ଉପରେ ଓଡ଼ିଶା ଓ ପଶ୍ଚିମବଙ୍ଗ ବନ ବିଭାଗ ନଜର ରଖିଛନ୍ତି। ବାଘୁଣୀ ଯମୁନା ଶିମିଳିପାଳରେ ଅଛି ଓ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଅଛି ବୋଲି ବି କହିଛନ୍ତି ବାରିପଦା ଆରସିସିଏଫ।
ତେଣେ ବାଘୁଣୀ ଯମୁନା ଶିମିଳିପାଳରେ ଅଛି ଓ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଅଛି ବୋଲି ବି କହିଛନ୍ତି ବାରିପଦା ଆରସିସିଏଫ।

ad-week
Leave A Reply

Your email address will not be published.