ଜାତୀୟ ଯୋଗ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ ଖୋର୍ଦ୍ଧାର ୩୯ ପ୍ରତିଯୋଗୀ

add-all

ଭୁବନେଶ୍ୱର: ଡିଭାଇନ୍‌ ସ୍ପୋର୍ଟ୍ସ ଏକାଡେମୀ ପକ୍ଷରୁ ୪୩ତମ ରାଜ୍ୟସ୍ତରୀୟ ଯୋଗ ପ୍ରତିଯୋଗିତା ଭୁବନେଶ୍ୱରସ୍ଥିତ ପ୍ରଭୁଜୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ କୃତୀତ୍ୱ ହାସଲ କରିଥିବା ଖୋର୍ଦ୍ଧା ଜିଲାର ୩୯ ପ୍ରତିଯୋଗୀ ଆସନ୍ତା ୨୮ ତାରିଖରେ ଧନବାଦ୍‌ରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଯୋଗ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ। ସେଥିମଧ୍ୟରୁ ‘ଯୋଗାଳୟା’ର ଆଠ ଜଣ ଛାତ୍ରୀ ମନୋନୀତ ହୋଇଥିବା ବେଳେ ଡିଭାଇନ୍‌ ଯୋଗ ଏକାଡେମୀ ଜଟଣୀରୁ ୩୧ ଜଣ ଯୋଗ୍ୟ ବିବେଚିତ ହୋଇଛନ୍ତି।

ad-week
Leave A Reply

Your email address will not be published.