ଅବସର ପରେ ମେରାଇନ ପୁଲିସ ନିଯୁକ୍ତି

add-all

ଭୁବନେଶ୍ୱର: ତଟ ସୁରକ୍ଷା ଉପରେ ଓଡ଼ିଶା ପୁଲିସ ଗୁରୁତ୍ୱ ଦେବ ବୋଲି ମହାନିର୍ଦେଶକ ୱାଇ.ବି.ଖୁରାନିଆ ସୂଚନା ଦେଇଛନ୍ତି। ତଟ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବୋର୍ଡ ଗଠନ ହେବ। ଏହି ବୋର୍ଡରେ ଓଡ଼ିଶା ପୁଲିସ ଏବଂ କୋର୍ଡଗାର୍ଡର ଅଧିକାରୀ ରହିବେ। ଅବସରପ୍ରାପ୍ତ କୋଷ୍ଟଗାର୍ଡ ଏବଂ ନ୍ୟାଭି ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ। ସେମାନେ ଅବସରପରେ ମେରାଇନ ପୁଲିସରେ ନିଯୁକ୍ତି ପାଇବେ ବୋଲି ପୁଲିସ ମହାନିର୍ଦେଶକ ୱାଇ.ବି.ଖୁରାନିଆ ପ୍ରକାଶ କରିଛନ୍ତି।

ad-week
Leave A Reply

Your email address will not be published.