‘ଅଣଛାତ୍ର କଲେଜରେ ପଶି ବିଶୃଙ୍ଖଳା କଲେ ହେବ କାର୍ଯ୍ୟାନୁଷ୍ଠାନ’

add-all

ପାରାଦୀପ: ପାରାଦୀପ କଲେଜର ସୁବର୍ଣ୍ଣ ଜୟନ୍ତୀ ଅବସରରେ ଯୋଗଦେଇ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି ଯେ ଅଣଛାତ୍ର କଲେଜରେ ପଶି ବିଶୃଙ୍ଖଳା କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେମାନଙ୍କ ଅବସ୍ଥା ହିନ୍ଦୀ ଚଳଚ୍ଚିତ୍ର ‘ସତ୍ୟା’ର ଭିକୁ ମାତ୍ରେ ଭଳି କରିଦିଆଯିବ। ପାରାଦୀପ କଲେଜରେ ଛାତ୍ର ଥିବା ସମୟରେ ଅଣଛାତ୍ରଙ୍କ ଉପଦ୍ରବ କଥା ପ୍ରକାଶ କରିବା ସହିତ ଆଗକୁ ଛାତ୍ର ସଂସଦ ନିର୍ବାଚନ କରାଯିବାକୁ ଥିବାରୁ ଅଣଛାତ୍ରଙ୍କ ପ୍ରତି ସଚେତନ ରହିବାକୁ ଛାତ୍ରଛାତ୍ରୀମାନଙ୍କୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପରାମର୍ଶ ଦେଇଛନ୍ତି।

ad-week
Leave A Reply

Your email address will not be published.