ବୁଦ୍ଧ ବିହାରରେ ଯୁବକଙ୍କୁ କଟୁରୀରେ ଆକ୍ରମଣ ମାମଲା, ୪ ଗିରଫ

ଭୁବନେଶ୍ୱର : ରାଜଧାନୀ ବୁଦ୍ଧ ବିହାରରେ ଯୁବକଙ୍କୁ କଟୁରୀରେ ଆକ୍ରମଣ । ଜଣକୁ ହାଣିବାକୁ ଆସି ଆଉ ଜଣଙ୍କୁ ହାଣିଲେ ଦୁର୍ବୃତ୍ତ । ଆହତ ଯୁବକ ହେଲେ ଚନ୍ଦ୍ରଶେଖରପୁର ବୁଦ୍ଧ ବିହାରର ମନୋଜ ସ୍ବାଇଁ । ତାଙ୍କୁ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି ।  ଏହି ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଥିବା କହିଛନ୍ତି ଡିସିପି ଜଗମୋହନ ମୀନା ।

nis-ad
Leave A Reply

Your email address will not be published.