ନଈରେ ପଡ଼ି ୨ ଯୁବକ ମୃତ, ଫଟୋ ଉଠାଉଥିବା ବେଳେ ଖସିପଡ଼ି ନିଖୋଜ ଥିଲେ

ଘଟଗାଁ : ନଈରେ ପଡ଼ି ୨ ଯୁବକ ମୃତ । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ପାଟହରା ଗୁମ୍ଫା ନିକଟ ନଈରେ ପଡ଼ି ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି । ଯାଜପୁର ଜିଲ୍ଲାର ୪ ଜଣ ଯୁବକ ବୁଲିବାକୁ ଆସିଥିଲେ । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ବଡପଳାସପାଳ ପଞ୍ଚାୟତର ପାଟହରା ଗୁମ୍ଫାରେ ଫଟୋ ଉଠାଉଥିବା ବେଳେ ୨ ଜଣ ଖସିପଡ଼ି ନିଖୋଜ ଥିଲେ । ଘଟଣାସ୍ଥଳରୁ ୨ ଜଣଙ୍କ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ ।

nis-ad
Leave A Reply

Your email address will not be published.