ଅଧା ରହିଲା ବାବାମଣିଙ୍କ ଦର୍ଶନ, ଗାଧୋଇବା ବେଳେ ଗଙ୍ଗା ପୁଷ୍କରଣୀରେ ବୁଡି ଦୁଇ ସାଙ୍ଗଙ୍କ ମୃତ୍ୟୁ

youtube

ଚାନ୍ଦବାଲି : ଅଧା ରହିଲା ବାବାମଣିଙ୍କ ଦର୍ଶନ ।  ବାବାମଣିଙ୍କୁ ଦର୍ଶନ କରିବା ପୂର୍ବରୁ ଚାଲିଗଲା ଜୀବନ । ୨ଟି ବାଇକରେ ଚାରି ଜଣ ସାଙ୍ଗ ଆଜି ସକାଳୁ ସକାଳୁ ଭଦ୍ରକରୁ ଆରଡ଼ି ଆସିଥିଲେ ।  ଆରଡ଼ି ରେ ପହଂଚିବା ପରେ ପୀଠରେ ଥିବା ଶିବ ଗଙ୍ଗା ପୁଷ୍କରଣୀରେ ଗାଧୋଇଥିଲେ ।  ଗାଧୋଇବା ବେଳେ ଦୁଇ ଜଣ ସାଙ୍ଗ ବୁଡି ଯାଇଥିଲେ ।  ଦୁଇ ଜଣଙ୍କୁ ସ୍ଥାନୀୟ ଲୋକ ଓ ତାଙ୍କ ସାଙ୍ଗମାନେ ଉଦ୍ଧାର କରି ଆରଡ଼ି ମେଡିକାଲକୁ ନେଇଥିଲେ ।  ସେଠାରେ ଜଣେ ଯୁବକ ଦେବବ୍ରତଙ୍କ ମୃତ୍ୟୁ ଘଟିଥିଲା ।

Leave A Reply

Your email address will not be published.