ଇନ୍ଫୋଭ୍ୟାଲି ଅଞ୍ଚଳରେ ଗୁଳିକାଣ୍ଡ ଘଟଣା, ଏମ୍ସ ହସ୍ପିଟାଲରେ ଆହତ

youtube

ଭୁବନେଶ୍ୱର : ଇନ୍ଫୋଭ୍ୟାଲି ଅଞ୍ଚଳର ଗୁଳିକାଣ୍ଡ ଘଟଣା । ପିତାପଲ୍ଳୀ ରାସ୍ତାରେ ରୋଡ ରେଜକୁ ନେଇ ଗୁଳି ଚାଳନା ହୋଇଚି । ଗୁଳି କାଣ୍ଡରେ ଆହତ ହୋଇଛନ୍ତି ଦୀପକ ଏବଂ ଗଣ୍ଡଗୋଳରେ ଆହତ ହୋଇଛନ୍ତି ତାଙ୍କ ଭାଇ ।

ଗତକାଲି ସନ୍ଧ୍ୟାରେ ଗଣ୍ଡଗୋଳ ହୋଇଥିବା ବେଳେ ରାତିରେ ଗୁଳି ଫୁଟାଇଥିଲେ । ଗୁଳି କାଣ୍ଡରେ ଆହତ ଜଣଙ୍କ ଏମ୍ସ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି । ଗତକାଲି ସନ୍ଧ୍ୟାରେ ଗଣ୍ଡଗୋଳ ହୋଇଥିବାବେଳେ ରାତିରେ ଗୁଳିକାଣ୍ଡ କରିଥିଲେ ଦୁଇ ଅଭିଯୁକ୍ତ । ଦୁଇ ଭାଇଙ୍କ ଉପରକୁ ଗୁଳିକାଣ୍ଡ କରିଥିଲେ ।  ସେମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ । ସେମାନେ ଏବେ ଫେରାର ରହିଛନ୍ତି ବୋଲି ଡିସିପି ଜଗମୋହନ ମୀନା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.