ଗାଧୋଇବା ବେଳେ ଝିଅ ଆଗରେ ମାଆକୁ ଝାମ୍ପିନେଲା କୁମ୍ଭୀର

youtube

କେନ୍ଦ୍ରାପଡା : ଝିଅ ଆଗରେ ମାଆକୁ ଝାମ୍ପିନେଲା କୁମ୍ଭୀର । କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ପାନିଆଁଜୋରରେ ଅଘଟଣ ଘଟିଛି । ମହିଳା ଜଣକ ଗାଧୋଉଥିବାବେଳେ କୁମ୍ଭୀର ଟାଣିନେଇଥିଲା । ନିଖୋଜ ମହହିଳା ହେଲେ ତଅଁଳାଡିହା ଗାଁର କାଜଲ ମହାନ୍ତି । ମାଆକୁ କୁମ୍ଭୀର ଝାମ୍ପିନେବା ଦେଖି ଗାଁଲୋକଙ୍କୁ ଡାକିଥିଲା ଝିଅ । ଗ୍ରାମବାସୀ ଖୋଜାଖୋଜି କରିଥିଲେ ବି କୌଣସି ପତ୍ତା ମିଳିନି । ଏବେ ଅଗ୍ନିଶମବାହିନୀ ପକ୍ଷରୁ ଖୋଜାଖୋଜି ଚାଲିଛି ।

Leave A Reply

Your email address will not be published.