ସ୍ବାଭାବିକ ହେଲା ଭୁବନେଶ୍ବର ମହାନଗର ନିଗମରେ କାର୍ଯ୍ୟ, ନିୟୋଜିତ ହେଲେ ଗନ୍ ମ୍ୟାନ

youtube

ଭୁବନେଶ୍ବର : ସ୍ବାଭାବିକ ହେଲା ଭୁବନେଶ୍ବର ମହାନଗର ନିଗମରେ କାର୍ଯ୍ୟ ।  କର୍ମଚାରୀମାନେ କାର୍ଯ୍ୟରେ ଯୋଗ ଦେଇଛନ୍ତି ।  କର୍ମଚାରୀଙ୍କ ପାଇଁ ବଢିଲା ସୁରକ୍ଷା ।  ନିୟୋଜିତ ହେଲେ ଗନ୍ ମ୍ୟାନ। ସୁରକ୍ଷା ବ୍ୟବସ୍ଥା ନେଇ ପୋଲିସ କମିଶନରଙ୍କ ସହ ଆଲୋଚନା କରାଯାଇଛି ।

ଅତିରିକ୍ତ ସୁରକ୍ଷା କର୍ମୀ ମୁତୟନ କରାଯିବା ସହ ସେମାନଙ୍କୁ ତାଲିମ ଦିଆଯିବ ।  ଭବିଷ୍ୟତରେ ଯେପରି ପୂର୍ବ ସ୍ଥିତି ନ ଉପୁଜିବ ସେଥିପାଇଁ ସଜାଗ ରହିବେ ।  BMC ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମାଡ଼ ମାରିବା ପରେ କର୍ମଚାରୀ ଓ ଅଧିକାରୀ କାର୍ଯ୍ୟ ବନ୍ଦ କରି କଳାବ୍ୟାଜ ପିନ୍ଧିଥିଲେ ।

Leave A Reply

Your email address will not be published.