ଗୋରେଖନାଥଙ୍କ ଦର୍ଶନ ସାରି ଫେରୁଥିବା ବେଳେ ଚଢିଗଲା ବସ୍;୨ ମୃତ

youtube

ଜଗତସିଂହପୁର:ଆଜି ଶ୍ରାବଣ ମାସ ତୃତୀୟ ସୋମବାର । ତେବେ ଗୋରେଖନାଥଙ୍କୁ ଦର୍ଶନ ସାରି ଫେରୁଥିବା ବେଳେ ନାଉଗାଁ ବ୍ଲକର ପାଳସାହିଠାରେ ଘଟିଛି ଦୁର୍ଘଟଣା । ୪ ଯୁବକ ବାଇକରେ ଫେରୁଥିବା ବେଳେ ଧକ୍କା ଦେଲା ବସ୍ । ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଛି । ଜଣଙ୍କ ଘଟଣାସ୍ଥଳରେ, ଅନ୍ୟ ଜଣେ ମେଡିକାଲରେ ପ୍ରାଣ ହରେଇଛନ୍ତି ।

ସୂଚନାମୁତାବକ, ଗୋରେଖନାଥଙ୍କୁ ଜଳାଭିଷେକ କରି ଫେରୁଥିବା ବେଳେ ଶ୍ରଦ୍ଧାଳୁ ଉପରେ ଚଢ଼ିଗଲା ବସ୍। ନାଉଗାଁରୁ ଜଗତସିଂହପୁର ଯାଉଥିବା ସାଇକୃଷ୍ନା ବସ ଏହି ଦୁର୍ଘଟଣା ଘଟାଇଥିବା ସୂଚନା ରହଛି ।

Leave A Reply

Your email address will not be published.