୭୯ତମ ସ୍ୱାଧୀନତା ଦିବସ ୨୦୨୫ ପାଳନ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତାର ଫଳାଫଳ

youtube

ବ୍ରହ୍ମପୁର : ୭୯ତମ ସ୍ୱାଧୀନତା ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଗୁଡିକ ୦୨.୦୮.୨୦୨୫ ଓ ୦୩.୦୮.୨୦୨୫ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତା ଗୁଡ଼ିକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ବ୍ରହ୍ମପୁର ଠାରେ ଅନୁଷ୍ଠିତ ହୋଇଥିଲା l ଭାରପ୍ରାପ୍ତ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ପାର୍ଥ ସାରଥୀ ହାଁସଦାଙ୍କ ନିର୍ଦ୍ଦେଶକ୍ରମେ ଏହି ପ୍ରତିଯୋଗିତା ଗୁଡିକରେ ଡକ୍ଟର ପିନାକୀ ମହାନ୍ତି, ଅଧ୍ୟକ୍ଷ, ରାମ ନାରାୟଣ ଡ଼ିଗ୍ରୀ କଲେଜ, ଶ୍ରୀମତି ବାଣୀ ପଟ୍ଟନାୟକ ଅବସରପ୍ରାପ୍ତ ଅଧ୍ୟାପକ,ଶ୍ରୀ ଚିତ୍ତରଞ୍ଜନ ପଟ୍ଟନାୟକ,ଅବସରପ୍ରାପ୍ତ ରିଡର୍, ଗୋପାଳପୁର ମହାବିଦ୍ୟାଳୟ ବକ୍ତୁତା ରେ ମୂଲ୍ୟାଙ୍କନ କରିଥିଲେ। ଚିତ୍ରାଙ୍କନ ପ୍ରତିଯୋଗିତାରେ ସୁଶ୍ରୀ ନିବେଦିତା ପାଢ଼ୀ,ଶ୍ରୀ ଚିତ୍ତରଞ୍ଜନ ଗୌଡ଼, ରଙ୍କନିଧି ବେହେରା ଚିତ୍ରାଙ୍କନରେ ମୂଲ୍ୟାଙ୍କନ କରିଥିଲେ । ସେହିପରି ପ୍ରବନ୍ଧ ପ୍ରତିଯୋଗିତାରେ ଶ୍ରୀମତି ବାଣୀ ପଟ୍ଟନାୟକ ଅବସରପ୍ରାପ୍ତ ଅଧ୍ୟାପକ ମୂଲ୍ୟାଙ୍କନ କରିଥିଲେ । ପ୍ରବନ୍ଧ ପ୍ରତିଯୋଗିତାରେ ଷଷ୍ଠ ରୁ ସପ୍ତମ ସ୍ତରରେ ପ୍ରଥମ ସ୍ଥାନରେ ସୁଶ୍ରୀ ସିମ୍ରନ ଜେନା, ମା ସରସ୍ଵତୀ ବିଦ୍ୟା ମନ୍ଦିର , ଶିବାନନ୍ଦ ନଗର, ଦ୍ଵିତୀୟ ବି. ମୋନିଷ ପାତ୍ର, ,ମା ସରସ୍ବତୀ ବିଦ୍ୟା ମନ୍ଦିର, ଶିବାନନ୍ଦ ନଗର, ତୃତୀୟ ସ୍ଥାନ ଅଧିକାର କରିଛନ୍ତି ସାଇସୌମ୍ୟା ମହାରଣା, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର , ନୀଳକଣ୍ଠ ନଗର l

ଅଷ୍ଟମ ରୁ ଦଶମ ସ୍ତରରେ ପ୍ରଥମ ହେଇଛନ୍ତି ଅର୍ଚ୍ଚିତା ଆଚାର୍ଯ୍ୟ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର , ନୀଳକଣ୍ଠ ନଗର, ଦ୍ଵିତୀୟ ପ୍ରତିଜ୍ଞା ପୁରୋହିତ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର , ରାମହରି ନଗର, ତୃତୀୟ ସ୍ଥାନରେ ବେଦବୀର ଆଚାର୍ଯ୍ୟ, ଦିଲ୍ଲୀ ପବ୍ଲିକ ସ୍କୁଲ , ବ୍ରହ୍ମପୁର ଓ ଅନିଶା ପାଣି, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର , ଶିବାନନ୍ଦ ନଗର l ସେହିପରି ମହାବିଦ୍ୟାଳୟ ସ୍ତରରେ ପ୍ରଥମ ଚନ୍ଦନ କୁମାର ମହାନ୍ତି, ସରସ୍ଵତୀ ବିଦ୍ୟା ମନ୍ଦିର , ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ନୀଳକଣ୍ଠ ନଗର, ଦ୍ଵିତୀୟ ଶୁଭମ ସାହୁ, ସରସ୍ଵତୀ ବିଦ୍ୟା ମନ୍ଦିର , ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ନୀଳକଣ୍ଠ ନଗର, ତୃତୀୟ ଅର୍ପିତା ଆଚାର୍ଯ୍ୟ, ସରସ୍ଵତୀ ବିଦ୍ୟା ମନ୍ଦିର , ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ନୀଳକଣ୍ଠ ନଗର ଓ କୁସୁମ ସାମନ୍ତରାୟ, ସୃଷ୍ଠୀ ରେସିଡେନ୍ସିୟଲ ହାୟର ସେକୋଣ୍ଡାରୀ ସ୍କୁଲ l ସେହିପରି ବକ୍ତୃତା ପ୍ରତିଯୋଗିତାରେ ଷଷ୍ଠ ରୁ ସପ୍ତମ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ପ୍ରଜ୍ଞାମୟୀ ପାଢୀ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ନୀଳକଣ୍ଠ ନଗର, ଦ୍ଵିତୀୟ ସ୍ଥାନରେ ସାନ୍ଭି ପଣ୍ଡା,ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ନୀଳକଣ୍ଠ ନଗର, ତୃତୀୟ ସ୍ଥାନ ଅଧିକାର କରିଛନ୍ତି ଆହାନା ସାହୁ, ଗୁରୁକୁଳ ଆନ୍ତର୍ଜାତୀୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ବ୍ରହ୍ମପୁର ଓ ଓମ୍ ନାରାୟଣ ପାଢୀ, କେ.ସି ପବ୍ଲିକ ସ୍କୁଲ , ବ୍ରହ୍ମପୁର l ଅଷ୍ଟମ ରୁ ଦଶମ ସ୍ତରରେ ପ୍ରଥମ ଅଂଶୁତା ମିଶ୍ର, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର , ଗୋଷାଣିନୂଆଗାଁ, ଦ୍ଵିତୀୟ ଅନନ୍ୟା ମିଶ୍ର,କେ.ସି ପବ୍ଲିକ ସ୍କୁଲ , ବ୍ରହ୍ମପୁର, ତୃତୀୟ ସାଇକ୍ରୀଷ୍ଣା ଦାସ , ସେଣ୍ଟ୍ ଯୋସେଫ କନଭେଣ୍ଟ୍ ସ୍କୁଲ,ବ୍ରହ୍ମପୁର ଓ ସୃତିରେଖା ସାହୁ,ମା ସରସ୍ଵତୀ ବିଦ୍ୟା ମନ୍ଦିର , ଶିବାନନ୍ଦ ନଗର l ମହାବିଦ୍ୟାଳୟ ସ୍ତରରେ ପ୍ରଥମ ଅଭିଷେକ ସାମନ୍ତରାୟ, ଖଲ୍ଲିକୋଟ ଏକକ ବିଶ୍ଵ ବିଦ୍ୟାଳୟ, ବ୍ରହ୍ମପୁର ଦ୍ଵିତୀୟ ସାଗରିକା ଆଚାର୍ଯ୍ୟ, ମହାମାୟୀ ମହିଳା ମହାବିଦ୍ୟାଳୟ ,ବ୍ରହ୍ମପୁର, ପ୍ରଚିତା ପର୍ଣ୍ଣିକା ପାଢୀ, ସରସ୍ଵତୀ ବିଦ୍ୟା ମନ୍ଦିର , ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ନୀଳକଣ୍ଠ ନଗର ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଚିତ୍ରାଙ୍କନ ପ୍ରତିଯୋଗିତାରେ ଚତୁର୍ଥ – ପଞ୍ଚମ ସ୍ତରରେ ପ୍ରଥମ ଅନ୍ଵେଷା ମିଶ୍ର, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଗଜପତି ନଗର, ଦ୍ଵିତୀୟ ଋତୁପର୍ଣ୍ଣା ଖଣ୍ଡୁଆଳ , ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର , ଗୋଷାଣିନୂଆଗାଁ, ତୃତୀୟ ପି.ଧନିଷା, ଡି-ପଲ ସ୍କୁଲ, ବ୍ରହ୍ମପୁର, ଷଷ୍ଠ – ସପ୍ତମ ସ୍ତରରେ ପ୍ରଥମ ସାଇ ଶିବା ନିଶାଙ୍କ, ଡି-ପଲ ସ୍କୁଲ, ବ୍ରହ୍ମପୁର,ଦ୍ଵିତୀୟ ପ୍ରିୟାଂଶୁ ପଣ୍ଡା, ମା ସରସ୍ଵତୀ ବିଦ୍ୟା ମନ୍ଦିର , ଶିବାନନ୍ଦ ନଗର, ତୃତୀୟ ଆରାଧ୍ୟା ଶୁକ୍ଲା, ନିଉ ଡି-ପଲ ସ୍କୁଲ, ବ୍ରହ୍ମପୁର ଓ ଟି. ସାନ୍ଭି ସାଇ ଶ୍ରୀ ପାତ୍ର, ଡି. ଏ .ଭି ପବ୍ଲିକ ସ୍କୁଲ , ବ୍ରହ୍ମପୁର, ଅଷ୍ଟମ ଓ ଦଶମ ସ୍ତରରେ ପ୍ରଥମ ଈଶିତା ସେଠ୍, ନିଉ ଡି-ପଲ ସ୍କୁଲ, ବ୍ରହ୍ମପୁର, ଦ୍ଵିତୀୟ ସ୍ନେହାଶିଷ ରାଉତ, ସେଣ୍ଟ୍ ଯୋସେଫ କନଭେଣ୍ଟ୍ ସ୍କୁଲ,ବ୍ରହ୍ମପୁର, ତୃତୀୟ ସ୍ଥାନ ରେ ଚନ୍ଦନ ବିଷୋୟୀ, ଗୁରୁକୁଳ ଇଣ୍ଟର ନ୍ୟାସନାଲ ପବ୍ଲିକ ସ୍କୁଲ , ବ୍ରହ୍ମପୁର ଓ ସାଇ ପ୍ରସାଦ ମହାରଣା, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଗଜପତି ନଗର । ଏହି ପ୍ରତିଯୋଗିତା ଗୁଡ଼ିକ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ବରିଷ୍ଠ କର୍ମଚାରୀ ଲୋକନାଥ ଶତପଥି ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ମିଳିତ ସହଯୋଗରେ ଆୟୋଜିତ ହେଇଥିଲା।

Leave A Reply

Your email address will not be published.