ସାନ ଭାଇକୁ ହତ୍ୟା କଲା ବଡ ଭାଇ

youtube

ସାନ ଭାଇକୁ ମାରି ମାଟି ତଳେ ପୋତିଥିଲା ବଡ ଭାଇ । ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ଟିଟିଲାଗଡରେ । ଥାନାରେ ବଡ ଭାଇ ଆତ୍ମସମର୍ପଣ କରି ସବୁ ସତ ମାନିଥିବା ସୂଚନା ମିଳିଛି । ୫/୬ମାସ ତଳେ ହାଟପଦା ପଡାର ନାବାଳକ ନିଖୋଜ ଥିବା ନେଇ ଏସପିଙ୍କ ନିକଟରେ ଅଭିଯୋଗ କରିଥିଲେ ମାଆ । ପରବର୍ତ୍ତୀ ସମୟରେ ବଡ ପୁଅକୁ ସନ୍ଦେହ କରି ପୁଲିସକୁ ସୂଚନା ଦେଇଥିଲେ । ସାନ ଭାଇକୁ ମାରି ପ୍ରଥମେ ଘର ପଛ ପଟେ ପୋତିଥିଲା ନୃସଂଶ ବଡ ଭାଇ । ପରେ ଅନ୍ୟ କୌଣସି ସ୍ଥାନରେ ପୋତି ଦେଇଥିବା ସୂଚନା ମିଳିଛି । ହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ଉଭୟଙ୍କ ବୟସ ୧୨ରୁ ୧୭ବର୍ଷ ହେବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.