କାଶ୍ମୀର ପଣ୍ଡିତ ମହିଳାଙ୍କ ହତ୍ୟା ମାମଲାକୁ ନେଇ ୮ସ୍ଥାନରେ ଚଢାଉ

add-all

ଶ୍ରୀନଗର: ୧୯୯୦ ମସିହାରେ କାଶ୍ମୀର ପଣ୍ଡିତ ମହିଳାଙ୍କୁ ଅପହରଣ କରାଯାଇଥିଲା। ଅପହରଣ ପରେ ମହିଳାଙ୍କୁ ହତ୍ୟା କରାଯାଇଥିଲା। ସରଲା ଭଟ୍ଟଙ୍କ ଅପହରଣ ଏବଂ ହତ୍ୟା ମାମଲାରେ ରାଜ୍ୟ ତଦନ୍ତ ସଂସ୍ଥା (SIA) ମଙ୍ଗଳବାର ଦିନ ଶ୍ରୀନଗରର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା।

SIA ଟିମ୍ ଶ୍ରୀନଗରର ୮ଟି ସ୍ଥାନ ସ୍ଥାନରେ ଚଢାଉ କରୁଛି । ଜେଲରେ ଥିବା JKLF ମୁଖ୍ୟ ୟାସିନ ମାଲିକଙ୍କ ବାସଭବନ ମଧ୍ୟ ସାମିଲ ଅଛି।

ଜଣେ ଅଧିକାରୀ କହିଛନ୍ତି ଯେ ପୋଲିସ ଏବଂ ସିଆରପିଏଫ ସହାୟତାରେ ଏସଆଇଏ ଦଳ ସକାଳେ ସହରର ଏକକାଳୀନ ୮ ସ୍ଥାନରେ ଚଢାଉ କରିଥିଲେ। ସର୍ଚ୍ଚ ଅପରେସନ ଏବେ ବି ଜାରି ରହିଛି।

ad-week
Leave A Reply

Your email address will not be published.