
ଅନୁଗୁଳ: ଯୁବକଙ୍କୁ ନିର୍ମମ ହତ୍ୟା । ଗାଁ ଦାଣ୍ଡରେ ଯୁବକଙ୍କୁ ପିଟିପିଟି ମାରିଦେଲେ ପଡୋଶୀ । ଅନୁଗୁଳ ଟାଉନ ଥାନା ରାଣୀଗୋଡ଼ା ଗାଁରେ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ରାଣୀଗୋଡା ଗାଁର ବାପି ବିଶ୍ବାଳ । ସାମାନ୍ୟ ବଚସାରୁ ୩ଜଣ ପଡୋଶୀ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ବାପି ବିଶ୍ବାଳଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ପୋଲିସ ।